|
logo
Live

Argus News - କର୍ଣ୍ଣିସେନା ସଭାପତିଙ୍କୁ ହତ୍ୟା : ସିସିଟିଭି ଫୁଟେଜ୍ ଆଧାରରେ ପୋଲିସର ତନାଘନା

National

କର୍ଣ୍ଣିସେନା ସଭାପତିଙ୍କୁ ହତ୍ୟା : ସିସିଟିଭି ଫୁଟେଜ୍ ଆଧାରରେ ପୋଲିସର ତନାଘନା

Jitendra Dash
Browse all articles by Jitendra Dash
·2 years ago
କର୍ଣ୍ଣିସେନା ସଭାପତିଙ୍କୁ ହତ୍ୟା : ସିସିଟିଭି ଫୁଟେଜ୍ ଆଧାରରେ ପୋଲିସର ତନାଘନା

ଅର୍ଗସ ବ୍ୟୁରୋ : କର୍ଣ୍ଣିସେନା ମୁଖ୍ୟଙ୍କ ଘରେ ପଶି ହତ୍ୟା । ଶ୍ରୀ ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା ସଭାପତିଙ୍କୁ ଗୁଳି କରି ହତ୍ୟା । କର୍ଣ୍ଣିସେନା ସଭାପତି ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଘରେ ପଶି ହତ୍ୟା । ଏହି ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ଗୁଳିମା଼ଡ଼ ପରେ ସୁଖଦେବଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ ।

ଅଧିକ ପଢନ୍ତୁ ଭାରତ ଖବର

ଖବରପାଇ ଶ୍ୟାମ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ସିସିଟିଭି ଭିଡିଓ ଦେଖି ତଦନ୍ତ କରୁଛି । ଶ୍ୟାମ ନଗରରେ ଥିବା ଦାନା ପାଣି ରେଷ୍ଟୁରାଣ୍ଟ ପଛରେ ଏହି ଘଟଣା ଘଟିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପତ୍ ନେହେରା ପୂର୍ବରୁ ତାଙ୍କୁ ଧମକ ଦେଇଥିଲେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କର୍ଣ୍ଣିସେନା ସଭାପତିଙ୍କୁ ହତ୍ୟା : ସିସିଟିଭି ଫୁଟେଜ୍ ଆଧାରରେ ପୋଲିସର ତନାଘନା | Argus News