Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେରଳ ଭୂସ୍ଖଳନ: ମାଟିତଳୁ ଜୀବନ ସନ୍ଧାନରେ ଲାଗି ପଡ଼ିଛି `ଷ୍ଟର୍ମ'

Ritu Das
Browse all articles by Ritu Das
·1 year ago
କେରଳ ଭୂସ୍ଖଳନ: ମାଟିତଳୁ ଜୀବନ ସନ୍ଧାନରେ ଲାଗି ପଡ଼ିଛି `ଷ୍ଟର୍ମ'

ଅର୍ଗସ ବ୍ୟୁରୋ: ୱାୟନାଡରେ ପହଞ୍ଚିଲା ‘ଷ୍ଟର୍ମ’। ଭୂସ୍ଖଳନ ପରେ ମାଟିତଳେ ଚାପିହୋଇ ରହିଥିବା ନିଖୋଜଙ୍କୁ ଖୋଜିବ ଓଡ଼ିଶାର ସନ୍ଧାନୀ କୁକୁର।  ବ୍ରହ୍ମପୁର ପୁଲିସର ୯ଜଣିଆ ଟିମ୍ ଷ୍ଟର୍ମକୁ ଧରି ୱାୟନାଡ଼ରେ ପହଞ୍ଚିଛନ୍ତି। ୱାୟନାଡର ଭୁସ୍ଖଳନ ସ୍ଥାନରେ ଏହି ସନ୍ଧାନୀ କୁକୁର ପାଣି ଭିତରେ ଓ ମାଟି ତଳେ ପୋତି ହୋଇ ରହିଥିବା ନିଖୋଜଙ୍କୁ ଖୋଜି ବାହାର କରିବାରେ ସହାୟକ ହେବ।

ନିଖୋଜ ମାନଙ୍କୁ ଖୋଜିବାରେ ଡ୍ରୋନ ଏବଂ ଅତ୍ୟାଧୁନିକ ଯନ୍ତ୍ରାଂଶର ବ୍ୟବହାର କରାଯାଉଥିବା ବେଳେ ଏବେ ଏଥିରେ ଉଦ୍ଧାରକାରୀ ଦଳକୁ ସହାୟତା କରିବ ଓଡ଼ିଶାର ଏହି ସନ୍ଧାନୀ କୁକୁର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kerala landslides | Argus News