Kolkata Earthquake / ସକାଳୁ ସକାଳୁ ଥରିଲା କୋଲକାତା, ଭୟରେ ଘରୁ ବାହାରି ଆସିଲେ ଲୋକ
·9 months ago·2 min read

Key Points
କୋଲକାତାରେ ଭୂକମ୍ପ ଝଟ୍କା
ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ
ରିକ୍ଟର ସେଲ୍ରେ ଭୂକମ୍ପର ତୀବ୍ରତା ୫.୫ ରେକର୍ଡ
ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ
ରିକ୍ଟର ସେଲ୍ରେ ଭୂକମ୍ପର ତୀବ୍ରତା ୫.୫ ରେକର୍ଡ
ସକାଳୁ ସକାଳୁ କୋଲକାତାରେ ଭୂକମ୍ପ ଝଟକା । ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସକାଳ ୧୦.୧୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୬ ଥିଲା । ଏହାର କେନ୍ଦ୍ରସ୍ଥଳ ପଡ଼ୋଶୀ ବାଂଲାଦେଶର ଟୁଙ୍ଗିରେ ଥିଲା । ତେବେ ଭୂକମ୍ପ ଝଟକା ଫଳରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ ।
ୟୁରୋପିଆନ ମେଡିଟେରେନିୟନ ସେଣ୍ଟର ଫର ସିସ୍ମୋଲୋଜୀ ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗୀରୁ ୨୭ କିମି ପୂର୍ବରେ ଥିଲା। ଏହାର ଗଭୀରତା ୧୦ କିଲୋମିଟର ଥିଲା। କୋଲକାତା ସହ ଉତ୍ତର ବଙ୍ଗ ଓ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ ହୋଇଛି। କୁଚବିହାର, ଦିନାଜପୁରରେ ମଧ୍ୟ ଝଟକା ଲାଗିଛି ।
ତେବେ ଏହା ପୂର୍ବରୁ ଶୁକ୍ରବାର ସକାଳେ ଭୂକମ୍ପ ଝଟକାରେ ଥରିଥିଲା ପାକିସ୍ତାନ । ଶୁକ୍ରବାର ସକାଳୁ ସକାଳୁ ଉତ୍ତର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଏନସିଏସ ଅନୁଯାୟୀ, ଭୂକମ୍ପର ଗଭୀରତା ୧୩୫ କିଲୋମିଟର ଥିବା ବେଳେ ଏହାର କେନ୍ଦ୍ରସ୍ଥଳ ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟରେ ରହିଥିଲା।
ତେବେ କେବଳ ପାକିସ୍ତାନ ନୁହେଁ ଶୁକ୍ରବାର ଆଫଗାନିସ୍ତାନରେ ମଧ୍ୟ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରେକର୍ଡ କରାଯାଇଥିଲା । ଏହି ଭୂକମ୍ପର ଗଭୀରତା ୧୯୦ କିଲୋମିଟର ଥିବା ସୂଚନା ମିଳିଛି ।
ୟୁରୋପିଆନ ମେଡିଟେରେନିୟନ ସେଣ୍ଟର ଫର ସିସ୍ମୋଲୋଜୀ ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗୀରୁ ୨୭ କିମି ପୂର୍ବରେ ଥିଲା। ଏହାର ଗଭୀରତା ୧୦ କିଲୋମିଟର ଥିଲା। କୋଲକାତା ସହ ଉତ୍ତର ବଙ୍ଗ ଓ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ ହୋଇଛି। କୁଚବିହାର, ଦିନାଜପୁରରେ ମଧ୍ୟ ଝଟକା ଲାଗିଛି ।
ଅଧିକ ପଢ଼ନ୍ତୁ: ଭୂକମ୍ପ ଝଟକାରେ ଥରିଲା ପାକିସ୍ତାନ: ରିକ୍ଟର ସ୍କେଲରେ ତୀବ୍ରତା ୫.୨
ତେବେ ଏହି ଭୂକମ୍ପ ଝଟକା ଫଳରେ ପଶ୍ଚିମବଙ୍ଗର କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ନେଇ ରିପୋର୍ଟ ସାମ୍ନାକୁ ଆସିନି । ଭୂକମ୍ପ ସମୟରେ ଘରେ ଥିବା ଲୋକମାନେ ଭୟଭୀତ ହୋଇ ବାହାରକୁ ପଳେଇ ଆସିଥିଲେ ।ତେବେ ଏହା ପୂର୍ବରୁ ଶୁକ୍ରବାର ସକାଳେ ଭୂକମ୍ପ ଝଟକାରେ ଥରିଥିଲା ପାକିସ୍ତାନ । ଶୁକ୍ରବାର ସକାଳୁ ସକାଳୁ ଉତ୍ତର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଏନସିଏସ ଅନୁଯାୟୀ, ଭୂକମ୍ପର ଗଭୀରତା ୧୩୫ କିଲୋମିଟର ଥିବା ବେଳେ ଏହାର କେନ୍ଦ୍ରସ୍ଥଳ ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟରେ ରହିଥିଲା।
ତେବେ କେବଳ ପାକିସ୍ତାନ ନୁହେଁ ଶୁକ୍ରବାର ଆଫଗାନିସ୍ତାନରେ ମଧ୍ୟ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରେକର୍ଡ କରାଯାଇଥିଲା । ଏହି ଭୂକମ୍ପର ଗଭୀରତା ୧୯୦ କିଲୋମିଟର ଥିବା ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୂବିଜ୍ଞାନୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ରିପୋର୍ଟ କରାଯାଇ ନାହିଁ।ପାକିସ୍ତାନ ବିଶ୍ୱର ସବୁଠାରୁ ସକ୍ରିୟ ଭୂକମ୍ପୀୟ ବଳୟ ମଧ୍ୟରୁ ଗୋଟିଏରେ ଅବସ୍ଥିତ, ଯେଉଁଠାରେ ଭାରତୀୟ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍ ପରସ୍ପର ସହିତ ଧକ୍କା ହୁଅନ୍ତି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ୱା ଏବଂ ଗିଲଗିଟ-ବାଲ୍ଟିସ୍ତାନ - ସିଧାସଳଖ ପ୍ଲେଟ୍ ସୀମାରେ ଅବସ୍ଥିତ। ଏହି ଅଞ୍ଚଳଗୁଡ଼ିକରେ ପ୍ରାୟତଃ ମଧ୍ୟମରୁ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୁଏ। ସେହିପରି ଆରବ ଏବଂ ୟୁରେସିଆନ୍ ପ୍ଲେଟର ସୀମାରେ ଅବସ୍ଥିତ ବେଲୁଚିସ୍ତାନ ଦେଶର ସବୁଠାରୁ ଭୂମିକମ୍ପପ୍ରବଣ ଅଞ୍ଚଳ ମଧ୍ୟରୁ ଗୋଟିଏ। ଖାଇବର ଅଞ୍ଚଳ ଏବଂ ଗିଲଗିଟ-ବାଲଚିସ୍ତାନରେ ମଧ୍ୟ ଅନେକ ବିନାଶକାରୀ ଭୂକମ୍ପ ହୋଇଛି । ପ୍ରକାଶ ଥାଉକି, ପାକିସ୍ତାନରେ ଅନେକ ଥର ଭୂକମ୍ପ ହୋଇଛି ।
Related Topics
Explore more stories