Bus Fire / ବସଷ୍ଟାଣ୍ଡରେ ଲାଗିଲା ନିଆଁ; ଜଳିପୋଡ଼ି ପାଉଁଶ ହେଲା ୭ ବସ୍
·2 hours ago·2 min read

Key Points
ରାତି ଅଧରେ ବସଷ୍ଟାଣ୍ଡରେ ଲାଗିଲା ନିଆଁ
ଅଗ୍ନିକାଣ୍ଡରେ ୭ ଯାତ୍ରୀବାହୀ ବସ୍ ଭସ୍ମୀଭୂତ
ଅଗ୍ନିକାଣ୍ଡରେ ୭ ଯାତ୍ରୀବାହୀ ବସ୍ ଭସ୍ମୀଭୂତ
ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲାର ମୁଖ୍ୟ ବସ୍ ଷ୍ଟାଣ୍ଡରେ ବୁଧବାର ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୭ଟି ଯାତ୍ରୀବାହୀ ବସ୍ ପୋଡ଼ି ପାଉଁଶ ହୋଇଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପୂର୍ବରୁ ଛଅଟି ବସ୍ ସମ୍ପୂର୍ଣ୍ଣ ନିଆଁରେ ପୋଡ଼ି ହୋଇଯାଇଥିଲା । ବହୁ ଘଣ୍ଟା ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଛି ।
- ରାତି ଅଧରେ ଜଳିଗଲା ବସ୍
#WATCH | J&K: A massive fire broke out at Kupwara Main Bus Stand last night. Upon arrival, fire personnel found that six buses were fully engulfed in flames. Firefighting operations were immediately launched, and after several hours of sustained efforts, the fire was successfully… pic.twitter.com/F0XQJE4gqo
— ANI (@ANI) April 9, 2026
- ଅଗ୍ନିକାଣ୍ଡ କେମିତି ଘଟିଲା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories