Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୨୪ ମହାଲଢେଇ ପାଇଁ କାଉଣ୍ଟଡାଉନ୍, ଆଉ ମାତ୍ର କେଇ ମୁହୁର୍ତ୍ତର ଅପେକ୍ଷା

National

୨୪ ମହାଲଢେଇ ପାଇଁ କାଉଣ୍ଟଡାଉନ୍, ଆଉ ମାତ୍ର କେଇ ମୁହୁର୍ତ୍ତର ଅପେକ୍ଷା

Jitendra Dash
Browse all articles by Jitendra Dash
·2 years ago·1 min read
୨୪ ମହାଲଢେଇ ପାଇଁ କାଉଣ୍ଟଡାଉନ୍, ଆଉ ମାତ୍ର କେଇ ମୁହୁର୍ତ୍ତର ଅପେକ୍ଷା

ଅର୍ଗସ ବ୍ୟୁରୋ : ୨୪ ମହାଲଢେଇ ପାଇଁ କାଉଣ୍ଟଡାଉନ୍ । ଆଉ ମାତ୍ର କେଇ ମୁହୁର୍ତ୍ତର ଅପେକ୍ଷା । ନିର୍ବାଚନ ବିଗୁଲ ବଜାଇବେ ଜାତୀୟ ନିର୍ବାଚନ କମିଶନ । ଆଜି ଅପରାହ୍ନ ୩ଟାରେ ଲୋକସଭା ଏବଂ ଓଡ଼ିଶା ସମେତ ୪ଟି ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ଦୁଇ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ।  

ଅଧିକ ପଢନ୍ତୁ ଭାରତ ଖବର

ଏଥର ନିର୍ବାଚନରେ ୨ କୋଟି ନୂଆ ଭୋଟରଙ୍କ ସମେତ ୯୭ କୋଟି ଭାରତୀୟ ମତଦାନ ସାବ୍ୟସ୍ତ କରିବେ । ଲୋକସଭା ପାଇଁ ୭ ରୁ ୮ଟି ପର୍ଯ୍ୟାୟରେ ହୋଇପାରେ ଭୋଟ୍ ଗ୍ରହଣ । ଏହା ସହ ଦେଶରେ ଲାଗୁହେବ ନିର୍ବାଚନ ଆଚରଣ ବିଧି । ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଦାଖଲ, ପ୍ରାର୍ଥୀପତ୍ର ପ୍ରତ୍ୟାହାରଠାରୁ ଆରମ୍ଭ କରି ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ବିଭିନ୍ନ କଟକଣା ମଧ୍ୟ ଲଗାଇବେ ନିର୍ବାଚନ କମିଶନ । ଲାଗୁ ହେବ ନିର୍ବାଚନ ଆଚରଣ ବିଧି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Lok Sabha election dates to be announced at 3 pm | Argus News