Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ୱାଏନାଡରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

Smruti Parija
Browse all articles by Smruti Parija
·2 years ago·1 min read
ୱାଏନାଡରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ଅର୍ଗସ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧି କେରଳର ୱାଏନାଡ ଆସନରୁ ଆଜି ନାମାଙ୍କନ ଦାଖଲ କରିଛନ୍ତି । ଏହି ଆସନରେ ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ 26 ଏପ୍ରିଲରେ ମତଦାନ ହେବ । ପ୍ରାର୍ଥୀପତ୍ର ଦାଖଲ ବେଳେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ରହିଥିଲେ । ୱାଏନାଡରୁ ଦ୍ବିତୀୟ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ରାହୁଲ ଗାନ୍ଧି । ତାଙ୍କ ବିରୋଧରେ ବିଜେପି ପକ୍ଷରୁ କେରଳ ରାଜ୍ୟ ସଭାପତିଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଏଲଡିଏଫ ତରଫରୁ ସିପିଆଇ ପ୍ରାର୍ଥୀ ଏନଇ ରାଜା ନିର୍ବାଚନ ଲଢୁଛନ୍ତି ।

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lok-sabha-elections-2024-rahul-gandhi-to-file-nomination | Argus News