Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୁବନେଶ୍ବରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା 

National

ଭୁବନେଶ୍ବରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା 

Manini Pattanayak
Browse all articles by Manini Pattanayak
·2 years ago
ଭୁବନେଶ୍ବରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା 

 ଭୁବନେଶ୍ବର: ଭୁବନେଶ୍ବରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ବାଲେଶ୍ବରରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବେ । ସନ୍ଧ୍ୟାରେ ସମ୍ବଲପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବେ ଓମ୍.ବିର୍ଲା । ଭୁବନେଶ୍ବରରେ ପହଞ୍ଚିବା ପରେ ଓଡ଼ିଶାରେ ବିଜେପି ଡବଲ ଇଂଜିନ ସରକାର ଗଢ଼ିବା ପାଇଁ ସେ ଦମ୍ଭୋକ୍ତି ଭରିଛନ୍ତି ।

ସେ କହିଛନ୍ତି, ଓଡ଼ିଶାରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଦେଶର ଜନତା ନିଷ୍ପତ୍ତି ନେଇଛନ୍ତି ତୃତୀୟ ଥର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ । ଓଡ଼ିଶା ସଂସ୍କୃତି, ଆଧ୍ୟାତ୍ମିକ ଓ ଜଗନ୍ନାଥଙ୍କ ଭୂମି । ଓଡ଼ିଶାର ଲୋକେ ବେଶ ପରିଶ୍ରମୀ । ଦୁନିଆରେ ଓଡ଼ିଶାର କଳାର ପରିଚୟ ରହିଛି । ଏଥର କେନ୍ଦ୍ର ଓ ରାଜ୍ୟରେ ବିଜେପିର ସରକାର ଗଠନ ହେବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lok Sabha Speaker Om Birla in Bhubaneswar. | Argus News