Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ସଦଗୁରୁ

National

ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ସଦଗୁରୁ

Smruti Parija
Browse all articles by Smruti Parija
·2 years ago·1 min read
ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ସଦଗୁରୁ

ଅର୍ଗସ ବ୍ୟୁରୋ: ଭୋଟ ଦେଲେ ଆଧ୍ୟାତ୍ମିକ ଗୁରୁ ଓ ଇସା ପାଉଣ୍ଡେସନର ଫାଉଣ୍ଡର୍ ସଦଗୁରୁ । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ସଦଗୁରୁ । ତାମିଲନାଡ଼ୁର କୋଏମ୍ବାଟୁରରେ ନିଜର ମତ ସାବ୍ୟସ୍ତ କରିଛନ୍ତି ସଦଗୁରୁ ଜାଗି ବାସୁଦେବ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗଣତନ୍ତ୍ରର ମହାପର୍ବ । ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ ।  ଗଣତନ୍ତ୍ରର ମହାପର୍ବରେ ସାମିଲ ହେଉଛନ୍ତି ଜନତା । ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ହେଉଛି ଭୋଟିଂ । ତାମିଲନାଡ଼ୁର ସମସ୍ତ ୩୯ ସିଟ୍, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ମହାରାଷ୍ଟ୍ର-ଉତ୍ତରାଖଣ୍ଡର ୫ଟି ଲେଖାଏଁ ସିଟରେ ଚାଲିଛି ଭୋଟିଂ । ସେହିପରି ପୁଡ଼ୁଚେରୀ, ଲାକ୍ଷଦ୍ୱୀପ, ଜମ୍ମୁକାଶ୍ମୀର, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଗୋଟିଏ ଲେଖାଏଁ ସିଟରେ ବି ମତଦାନ କରୁଛନ୍ତି ଜନତା । 
 

ଆହୁରି ପଢନ୍ତୁ ରାଜନୀତି ଖବର...

Painting
Sponsored
loksabha-polls-phase-one-sadhguru-casts-his-vote-in-coimbatore | Argus News