Love Jihad Case / ଲଭ-ଜିହାଦ ଅଭିଯୋଗରେ ଯୁବତୀଙ୍କ ଆତ୍ମହତ୍ୟା: ଅଭିଯୁକ୍ତଙ୍କ ଘରେ ଚାଲିଲା ବୁଲଡୋଜର
·9 months ago·2 min read

Key Points
ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଲଭ ଜିହାଦର ଶିକାର ହୋଇ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ପ୍ରଶାସନ ଗୁରୁବାର ଅଭିଯୁକ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକଙ୍କ ଘର ଭାଙ୍ଗି ଦେଇଛି।
ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଲଭ ଜିହାଦର ଶିକାର ହୋଇ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ପ୍ରଶାସନ ଗୁରୁବାର ଅଭିଯୁକ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକଙ୍କ ଘର ଭାଙ୍ଗି ଦେଇଛି। ତାଙ୍କ ପରିବାରର ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ଆଜି ପୌର ପରିଷଦ ଅଭିଯୁକ୍ତଙ୍କ ବେଆଇନ ଘର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ଭାଙ୍ଗି ଦେଇଛି। ଭଲ ପାଇଲା ସଗାଇ ବି ହେଲା କିନ୍ତୁ ଶେଷରେ ଲଭ-ଜିହାଦର ଶିକାର ହେଲେ ଜଣେ ଯୁବତୀ।
ଏହାସହ ପଢ଼ନ୍ତୁ: ଆଧାର କାର୍ଡଧାରୀ ଅନୁପ୍ରବେଶକାରୀଙ୍କୁ ମିଳିବ କି ମତଦାନର ଅଧିକାର ?: ସୁପ୍ରିମକୋର୍ଟ
ଘଟଣାଟି ଘଟିଛି ହରସୁଦ ଅଞ୍ଚଳରେ। ପରିବାର ଅଭିଯୋଗ କରିଛନ୍ତି ଯେ ଜଣେ ମୁସଲିମ ଯୁବକ ତାଙ୍କୁ ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲେ ଏବଂ ବିବାହ ପାଇଁ ଚାପ ପକାଉଥିଲେ। ସେ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ମଧ୍ୟ ଜୋର କରୁଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ନିର୍ଯାତନା ଆଉ ସହି ନ ପାରି ଯୁବତୀ ଜଣକ ଶେଷରେ ଆତ୍ମହତ୍ୟା କରିଛନ୍ତି।
ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ହିନ୍ଦୁ ସଂଗଠନର ସଦସ୍ୟମାନେ ଉତ୍ତେଜନା ଦେଖାଇ ଥାନା ଚୌକରେ ମୃତଦେହ ରଖି ପ୍ରତିବାଦ କରିଥିଲେ। ଏପରିସରେ ପୋଲିସ ପରିବାରର ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଅଭିଯୁକ୍ତକୁ ମହାରାଷ୍ଟ୍ରରୁ ଗିରଫ କରିଛି। ପରେ ଗୁରୁବାର ଦିନ ପୋଲିସ ବେଆଇନ ଭାବରେ ଅଭିଯୁକ୍ତର ଘର ଭାଙ୍ଗି ଦେଇଛି। ଅଭିଯୁକ୍ତକୁ ପୂର୍ବରୁ ପୌର ପରିଷଦ ପକ୍ଷରୁ ନୋଟିସ ଦିଆଯାଇଥିଲା ଏବଂ ନୋଟିସ ଅବଧି ସରିବା ପରେ ପ୍ରଶାସନ ତାଙ୍କ ଘର ଉପରେ ବୁଲଡୋଜର ଚଳାଇଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଘରକୁ ଜାଳି ଦେଇଛନ୍ତି। ସେତେବେଳେ ଘରେ କେହି ନ ଥିବା ଜଣାପଡ଼ିଛି। ତେବେ ଘଟଣା ପରଠାରୁ ଅଭିଯୁକ୍ତ ଏବଂ ତାଙ୍କ ପରିବାର ଲୋକେ ଜେଲରେ ଅଛନ୍ତି।
ଏହାସହ ପଢ଼ନ୍ତୁ: ବେଙ୍ଗାଲୁରୁ ଅଟୋ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କଲେ ଦମ୍ପତି, କନ୍ନଡ ମନ୍ତବ୍ୟ ପାଇଁ ପରେ କ୍ଷମା ମାଗିଲେ
ବିବାହ ନାଁରେ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଉଥିଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ଯୁବତୀଙ୍କୁ ବିବାହ ନାମରେ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିଲେ। ଯୁବତୀ ଜଣଙ୍କର ପୂର୍ବରୁ ନିର୍ବନ୍ଧ ମଧ୍ୟ ହୋଇ ସାରିଥିଲା। ପୀଡିତା ଅଭିଯୁକ୍ତଙ୍କ ନିର୍ଯାତନା ଚାପରେ ଥିଲେ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବାକୁ ଉସକାଇଥିବାରୁ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି।
Related Topics
Explore more stories