Shocking Twist / ଟଙ୍କା ପାଇଁ ଯୁବ ବ୍ୟବସାୟୀଙ୍କୁ ନିର୍ଯାତନା ! ଲିପଷ୍ଟିକ୍ ଲଗାଇ ନାଚିବାକୁ ବାଧ୍ୟ କରୁଥିଲେ ଶ୍ରଦ୍ଧା !
·17 mins ago·2 min read

Key Points
ଯୁବ ବ୍ୟବସାୟୀ ଶିବା ଶର୍ମା ଘଟଣାକୁ ନେଇ ନୂଆ ନୂଆ ତଥ୍ୟ
ଦିଆଯାଇଥିଲା ଅମାନୁଷିକ ନିର୍ଯାତନା!
ଉଲଗ୍ନ କରି ମାଡ଼, ସିଗାରେଟ୍ରେ ପୋଡ଼ିବା ଅଭିଯୋଗ

ଲକ୍ଷ୍ନୌ୦୫/୧୧: ଯୁବ ବ୍ୟବସାୟୀ ଶିବା ଶର୍ମା ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହା ପଛର ରହସ୍ୟ ଏବେ ବି ଉନ୍ମୋଚନ ହୋଇନଥିବା ବେଳେ, ପୋଲିସ ତଦନ୍ତରେ ତାକୁ ଦିଆଯାଇଥିବା ଅମାନୁଷିକ ନିର୍ଯାତନାର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅକ୍ଟୋବର ୯ ତାରିଖ ରାତିରେ ଲକ୍ଷ୍ନୌର ହଜରତଗଞ୍ଜସ୍ଥିତ ଅବଧ ଗ୍ରୀନ୍ ଆପାର୍ଟମେଣ୍ଟର ଏକ ଫ୍ଲାଟରେ ଶିବଙ୍କୁ ଦୀର୍ଘ ସମୟ ଧରି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।
ଏହି ମାମଲାରେ ଶ୍ରଦ୍ଧା, ତାଙ୍କ ଭଉଣୀ ରଶ୍ମି ଏବଂ ଡ୍ରାଇଭର ତନବୀର ଓରଫ ଦାନିଶଙ୍କୁ ପୋଲିସ ଗିରଫ କରିଛି। ଗିରଫ ପରେ ତିନି ଅଭିଯୁକ୍ତଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରାଯାଇଥିଲା। ଜେରା ସମୟରେ ଅକ୍ଟୋବର ୯ ତାରିଖ ରାତିର ଘଟଣା ସମ୍ପର୍କରେ ମିଳିଥିବା ବୟାନ ତଦନ୍ତକାରୀଙ୍କୁ ଚକିତ କରିଛି।
ଶରୀରରେ ଲିପଷ୍ଟିକ୍ ଲଗାଇବା ଅଭିଯୋଗ
ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଶିବାଙ୍କୁ ଉଲଗ୍ନ କରାଯାଇଥିଲା। କେବଳ ସେତିକି ନୁହେଁ, ତାଙ୍କୁ ମାଡ଼ ମାରିବା ସହ ଶରୀରରେ ଲିପଷ୍ଟିକ୍ ଲଗାଯାଇଥିବା ଏବଂ ଅନ୍ୟମାନଙ୍କ ସାମ୍ନାରେ ଉଲଗ୍ନ ହୋଇ ନାଚିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ଶରୀରକୁ ସିଗାରେଟ୍ରେ ପୋଡ଼ାଯାଇଥିବା ମଧ୍ୟ ପୋଲିସ ସୂତ୍ରରୁ ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଶିବାଙ୍କୁ କିଛି ଘଣ୍ଟା ଧରି ଏଭଳି ନିର୍ମମ ନିର୍ଯାତନା ଦିଆଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଜିମ୍ ଟ୍ରେନରଙ୍କ ପ୍ରେମରେ ପଡ଼ି ସ୍ୱାମୀଙ୍କ ବିରୋଧରେ ଷଡ଼ଯନ୍ତ୍ର କଲା ପତ୍ନୀ
ଟଙ୍କା ଆଦାୟ ଥିଲା ଉଦ୍ଦେଶ୍ୟ?
ପ୍ରାଥମିକ ତଦନ୍ତରୁ ଟଙ୍କା ଆଦାୟକୁ ନେଇ ଏହି ନିର୍ଯାତନା ଦିଆଯାଇଥିବା ସନ୍ଦେହ କରାଯାଉଛି। ଶ୍ରଦ୍ଧା ଶିବାଙ୍କ ଠାରୁ ଟଙ୍କା ନେବାକୁ ଚାହୁଁଥିବା ଏବଂ ଏଥିପାଇଁ ତାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ରହିଛି। ଏହି ଘଟଣାରେ ଶ୍ରଦ୍ଧା, ରଶ୍ମି ଓ ଦାନିଶଙ୍କ ସହ ଶ୍ରଦ୍ଧାଙ୍କ ଘନିଷ୍ଠ ବନ୍ଧୁ ଆମିରଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ତଦନ୍ତରେ ତଥ୍ୟ ମିଳିଥିବା କୁହାଯାଉଛି।
ତେବେ ଶିବା ଶର୍ମା ଘଟଣା ପଛର ପ୍ରକୃତ କାରଣ, କାହାର କେତେ ଭୂମିକା ରହିଛି ଏବଂ ଏହା ପଛରେ ଟଙ୍କା କାରବାରର ପ୍ରକୃତ ରହସ୍ୟ କ'ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ପୋଲିସ ଏବେ ସମସ୍ତ ଅଭିଯୋଗ ଓ ବୟାନର ସତ୍ୟତା ଯାଞ୍ଚ କରୁଛି।

Related Topics
Explore more stories