ଆଜି ସନ୍ଧ୍ୟାରେ ଶପଥ ନେଇପାରନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ : ମହାରାଷ୍ଟ୍ର CM ସସପେନ୍ସର ଅନ୍ତ । ଆଜି ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ। ବିଜେପି ବିଧାୟକ ଦଳ ବୈଠକରେ ଫଡନାଭିସ ନେତା ନିର୍ବାଚିତ ହୋଇଛନ୍ତି। ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲେ ଦେବେନ୍ଦ୍ର ଫଡନାଭିସ, ଏକନାଥ ସିନ୍ଦେ ଓ ଅତିତ ପାଓ୍ବାର । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅଧିକ ପଢନ୍ତୁ : ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡନାବିସ୍, କାଲି ନେବେ ଶପଥ
ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ମହାୟୁତି ନେତା ଦେବେନ୍ଦ୍ର ଫଡନଭୀସ, ଏକନାଥ ସିନ୍ଦେ ଏବଂ ଅଜିତ ପାୱାର । ବିଜେପି ବିଧାୟକ ଦଳ ବୈଠକରେ ଫଡନଭୀସ ନେତା ନିର୍ବାଚିତ ହେବାସହ 2 ସପ୍ତାହବ୍ୟାପୀ ଲାଗି ରହିଥିବା ସସପେନ୍ସର ଅନ୍ତ ଘଟିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: