Shocking Relationship / ଜ୍ଵାଇଁଙ୍କୁ ପ୍ରେମ କଲା ୫ ଛୁଆର ମାଆ; ସାଥୀରେ ରହିବା ପରେ ଅଜବ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା
·1 hour ago·2 min read

Key Points
୧୯ ବର୍ଷର ଜ୍ୱାଇଁ ପ୍ରେମରେ ଶାଶୂ
ଝିଅର ସ୍ୱାମୀ ସହିତ ରହିବା ଆରମ୍ଭ କଲେ
ଅଜବ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା
ଝିଅର ସ୍ୱାମୀ ସହିତ ରହିବା ଆରମ୍ଭ କଲେ
ଅଜବ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଲିଗଡ଼ର ଶାଶୂ ଏବଂ ଜ୍ୱାଇଁଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା । ନିଜ ଝିଅର ବିବାହ ପାଇଁ ଯେଉଁ ପୁଅକୁ ଖୋଜିଥିଲେ, ଶେଷରେ ତା' ପ୍ରେମରେ ପଡ଼ିଗଲେ ମହିଳା । ଶେଷରେ ଦୁହେଁ ଘର ଛାଡ଼ି ପଳାଇଥିବାବେଳେ ସାଥୀରେ ମଧ୍ୟ ରହୁଛନ୍ତି । ୫ ପିଲାଙ୍କ ମାଆର ଏହି ଘୃଣ୍ୟ କାର୍ଯ୍ୟ ଏବେ ସାରା ଅଞ୍ଚଳକୁ ଲଜ୍ଜିତ କରିଛି । ମହିଳା ଜଣକ ନିଜ ହାତରେ ନିଜ ଝିଅ ଘର ଭାଙ୍ଗିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଜ୍ୱାଇଁ କହିଛନ୍ତି ଯେ ତାଙ୍କୁ ୧୯ ବର୍ଷ ବୟସ, କିନ୍ତୁ ଆଧାର କାର୍ଡରେ ବୟସ କମ୍ ଅଛି । ସେ ତାଙ୍କ ଶାଶୂଙ୍କ ସହିତ ରହିବାକୁ ଚାହୁଁଥିବା କହିଛନ୍ତି । ଜ୍ଵାଇଁ କହିଛନ୍ତି ଯେ ଶାଶୂଙ୍କ ସହିତ ତାଙ୍କ ସମ୍ପର୍କ ଦେଢ଼ ମାସ ପୂର୍ବରୁ ଫୋନ୍ ମାଧ୍ୟମରେ ଆରମ୍ଭ ହୋଇଥିଲା । ଏହାପରେ, ସେମାନେ ଏବେ ଏକାଠି ରହିବାକୁ ଚାହୁଁଛନ୍ତି । ମହିଳାଙ୍କ ପାଞ୍ଚଟି ପିଲା ଅଛନ୍ତି ।
- ୫ଟି ସନ୍ତାନର ମାଆ

- ଚର୍ଚ୍ଚାରେ ଶାଶୂ-ଜ୍ୱାଇଁଙ୍କ ପ୍ରେମ କାହାଣୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ହଠାତ୍ ପତ୍ନୀ ଘରେ ପହଞ୍ଚିବାରୁ ପ୍ରେମିକା କହିଲେ ‘ମୁଁ କାମବାଲୀ’, ଲେଡିଜ୍ ପର୍ସ ଖୋଲିଦେଲା ରହସ୍ୟ
- ମୈନପୁରୀର ଶାଶୂ, କୁରାଭାଲିର ଜ୍ୱାଇଁ
Related Topics
Explore more stories