ସୁକମାରେ ବଡ ଧରଣର ମାଓ ଅପରେସନ୍ , ୧୦ ମାଓ ମୃତ
·1 year ago

ଅର୍ଗସ ବ୍ୟୁରୋ : ଛତିଶଗଡର ସୁକମାରେ ବଡ ଧରଣର ମାଓ ଅପରେସନ୍ । ଏଥିରେ ୧୦ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମାଓବାଦୀମାନେ ଲୁଚିଥିବା ଖବର ପାଇ ସୁରକ୍ଷା କର୍ମୀଙ୍କୁ ପକ୍ଷରୁ ଅପରେସନ୍ ହୋଇଥିଲା ।
ଅଧିକ ପଢନ୍ତୁ : ପୁଲିସ-ମାଓ ଗୁଳିବିନିମୟ; ଦୁଇ ମାଓବାଦୀ ଗିରଫ, ଜଣେ ନିହତ
ଘଟଣାସ୍ଥଳରୁ ଇନସାସ୍, ଏକେ -୪୭, ଏସଏଲଆର ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି । ଏବେ ବି ଘଟଣାସ୍ଥଳରେ ଜାରି ରହିଛି ଅପରେସନ୍ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: