Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଶ୍ଚିମବଙ୍ଗ ନିର୍ବାଚନ: ଭବାନୀପୁର ଆସନରୁ ପଛୁଆ ମମତା, ଆଗରେ ଅଛନ୍ତି ଶୁଭେନ୍ଦୁ

National

Mamata Banerjee Trailing / ପଶ୍ଚିମବଙ୍ଗ ନିର୍ବାଚନ: ଭବାନୀପୁର ଆସନରୁ ପଛୁଆ ମମତା, ଆଗରେ ଅଛନ୍ତି ଶୁଭେନ୍ଦୁ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago
ପଶ୍ଚିମବଙ୍ଗ ନିର୍ବାଚନ: ଭବାନୀପୁର ଆସନରୁ ପଛୁଆ ମମତା, ଆଗରେ ଅଛନ୍ତି ଶୁଭେନ୍ଦୁ
Mamata Banerjee

Key Points

ବେଙ୍ଗଲରେ ବଡ଼ ଝଟକା
ଭବାନୀପୁରରେ ମମତା ପଛୁଆ
ପ୍ରାରମ୍ଭିକ ଟ୍ରେଣ୍ଡରେ ଚମକ
ପଶ୍ଚିମବଙ୍ଗର ୨୯୩ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ଆଉ ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟ ଏବେ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ତୃଣମୂଳ କଂଗ୍ରେସ ନା ଭାରତୀୟ ଜନତା ପାର୍ଟି, କେଉଁ ଦଳ ରହିଛି ଆଗୁଆ...ଆସନ୍ତୁ ଜାଣିବା...

ପଶ୍ଚିମବଙ୍ଗରେ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର ଦେଖାଯାଉଛି । କିନ୍ତୁ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ଆଗୁଆ ରହିଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ପଶ୍ଚିମବଙ୍ଗର ସବୁଠୁ ହାଇଭୋଲଟେଜ୍‌ ସିଟ୍‌ ଭବାନୀପୁର ଆସନରୁ ପ୍ରାରମ୍ଭିକ ଟ୍ରେଣ୍ଡ ଏବେ ସାମ୍ନାକୁ ଆସିଛି । ଟ୍ରେଣ୍ଡ ଅନୁସାରେ, ଭବାନୀପୁର ଆସନରୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଆଗୁଆ ରହିଛନ୍ତି । ଅର୍ଥାତ ଭବନୀପୁର ଆସନରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଛୁଆ ରହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Results: Mamata Banerjee Trails in Bhabanipur, Suvendu Leads | Argus News