Liquor Death / ବିଷାକ୍ତ ପାଲଟିଲା ମଦ; ନିଶାଦ୍ରବ୍ୟ ପିଇ ୧୫ଜଣଙ୍କ ମୃତ୍ୟୁ, ୧୮୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି
·50 mins ago·2 min read

Key Points
ମଦ ପିଇ ଚାଲିଗଲା ୧୫ଜଣଙ୍କ ଜୀବନ
୧୮୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି
୧୮୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି
ଇମ୍ଫାଲ୍: ମଣିପୁରର ଚାନ୍ଦେଲ ଜିଲ୍ଲାରେ ନକଲି ମଦ ନେଲା ଜୀବନ । ଏଯାବତ୍ ଅତିକମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୮୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୪୮ ଘଣ୍ଟା ମଧ୍ୟରେ ଏହି ମୃତ୍ୟୁ ପରେ, ଜିଲ୍ଲା ପ୍ରଶାସନ ଏକ ଜନସ୍ୱାସ୍ଥ୍ୟ ପରାମର୍ଶ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି । ଏହି ଘଟଣଆରେ ତଦନ୍ତ ଆରମ୍ଭ ହୋଇଛି ଏବଂ ମଦର ଉତ୍ସ ଖୋଜିବା ପାଇଁ ପ୍ରୟାସ ଚାଲିଛି ।
ପଢନ୍ତୁ ଏହି ଖବର: ମଦ ବିକ୍ରି କରି କେଉଁ ରାଜ୍ୟ ପାଉଛି ଅଧିକ ରାଜସ୍ବ? ଆସନ୍ତୁ ଜାଣିବା
- ୧୮ ନଭେମ୍ବରରୁ ୨୦ ତାରିଖ ମଧ୍ୟରେ ମୃତ୍ୟୁ
- ସୁଗାନୁରୁ ମଦ କିଣାଯାଇଥିଲା
ପଢନ୍ତୁ ଏହି ଖବର: ମଦ ବିକ୍ରି କରି କେଉଁ ରାଜ୍ୟ ପାଉଛି ଅଧିକ ରାଜସ୍ବ? ଆସନ୍ତୁ ଜାଣିବା
- ଏହି ଲକ୍ଷଣ ଦେଖାଗଲେ ଡାକ୍ତରଖାନା ଯିବାକୁ ଅନୁରୋଧ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
Related Topics
Explore more stories