Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସର୍ଭର ଡାଉନ୍ ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଲେ ଲକ୍ଷ ଲକ୍ଷ ୟୁଜର

National

ସର୍ଭର ଡାଉନ୍ ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଲେ ଲକ୍ଷ ଲକ୍ଷ ୟୁଜର

Jitendra Dash
Browse all articles by Jitendra Dash
·2 years ago
ସର୍ଭର ଡାଉନ୍ ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଲେ ଲକ୍ଷ ଲକ୍ଷ ୟୁଜର

ଅର୍ଗସ ବ୍ୟୁରୋ : ପୁଣି ଥରେ ଦେଖା ଦେଲା ବଡ଼ ସମସ୍ୟା । କାମ କରୁନି ମେଟାର ଫେସବୁକକୁ ନେଇ ଦେଖା ଦେଇଛି ସମସ୍ୟା । ସର୍ଭର ଡାଉନ୍ ଯୋଗୁଁ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷ ଲକ୍ଷ ୟୁଜର । 

ଅଧିକ ପଢନ୍ତୁ ଭାରତ ଖବର

ଏ ନେଇ ଟ୍ୱିଟରରେ ଅନେକ ୟୁଜର ପ୍ରଶ୍ନ କରିଥିଲେ ମଧ୍ୟ ମେଟା ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ କିଛି ୟୁଜର ଫେସବୁକ ସହିତ ଇନଷ୍ଟାଗ୍ରାମ ସର୍ଭର ମଧ୍ୟ ଡାଉନ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Meta service outage causing Facebook, Messenger, Instagram, and Threads to go down | Argus News