Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ କ୍ଷୀର

National

ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ କ୍ଷୀର

Jitendra Dash
Browse all articles by Jitendra Dash
·2 years ago
ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ କ୍ଷୀର

ଅର୍ଗସ ବ୍ୟୁରୋ : ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ କ୍ଷୀର । କ୍ଷୀର ଏକ ପୃଷ୍ଟିକର ଖାଦ୍ୟ ହୋଇଥିବାରୁ ରାତିରେ ଏହାକୁ ପିଇବା ଅତ୍ୟନ୍ତ ଲାଭଦାୟକ । କ୍ୟାଲସିୟମ୍‌, ପ୍ରୋଟିନ୍‌, ଭିଟାମିନ୍‌ ଡି ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥର ଏକ ଉକ୍ରଷ୍ଟ ଉତ୍ସ ହେଉଛି କ୍ଷୀର । ରାତିରେ କ୍ଷୀର ପିଇବାର ଗୁରୁତ୍ୱପୂର୍ଣ୍ଣ ଉପକାର ହୋଇଥାଏ ।

ଅଧିକ ପଢନ୍ତୁ ଭାରତ ଖବର

ଏହା ସହିତ କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟ୍ ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ | ଅବଶ୍ୟ, ଗ୍ରୀଷ୍ମ ଋତୁରେ କ୍ଷୀରକୁ ଅନେକ ଥର ଗରମ କରିବାକୁ ପଡେଥାଏ । କାରଣ ଆପଣ ଯଦି କ୍ଷୀରକୁ ଗରମ ନ କରିବେ ତାହା ଗରମ କାରଣରୁ କଟି ଯିବା ସମ୍ଭାବନା ରହିଥାଏ । ଯାହା ଫଳରେ କ୍ଷୀରକୁ ଅନେକ ଘର ଗରମ କରିବାକୁ ପଡ଼ିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Milk is beneficial for everyone from children to adults | Argus News