Videos
|
National

17ରେ ଆସୁଛନ୍ତି ମୋଦି,  50 OASଙ୍କୁ ବଡ଼ ଦାୟିତ୍ଵ

Manini Pattanayak
Browse all articles by Manini Pattanayak
·2 years ago
17ରେ ଆସୁଛନ୍ତି ମୋଦି,  50 OASଙ୍କୁ ବଡ଼ ଦାୟିତ୍ଵ

 ଭୁବନେଶ୍ୱର: 17ରେ ଓଡ଼ିଶା ଆସୁଛନ୍ତି ମୋଦି।  ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ପ୍ରବଳ ଜନଗହଳି ହେବାକୁ ଥିବାରୁ 50 ଜଣ ବରିଷ୍ଠ OASଙ୍କୁ ପରିଚାଳନା ଦାୟିତ୍ଵ।
 ଜନଗହଳି କିପରି ନିୟନ୍ତ୍ରଣ ହୋଇପାରିବ, କେହି ଅସୁବିଧାର ସମ୍ମୁଖୀନ ହେବେନି ଦୃଷ୍ଟି ଦେବେ। ମହିଳା ଓ ଶିଶୁ ବିକାଶ ବିଭାଗକୁ ରିପୋର୍ଟ କରିବାକୁ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ। ଆସନ୍ତା 17 ମୋଦିଙ୍କ ଜନ୍ମଦିନରେ ଜନତା ମଇଦାନରେ `ସୁଭଦ୍ରା'ର ମେଗା ଲଞ୍ଚିଂ କରିବେ ମୋଦି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: