Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ୫ବର୍ଷ ସୁଦ୍ଧା  ମୋଦି ସରକାର ସବୁ ସୁବିଧା କରାଇବେ

National

 ୫ବର୍ଷ ସୁଦ୍ଧା  ମୋଦି ସରକାର ସବୁ ସୁବିଧା କରାଇବେ

Manini Pattanayak
Browse all articles by Manini Pattanayak
·2 years ago·1 min read
 ୫ବର୍ଷ ସୁଦ୍ଧା  ମୋଦି ସରକାର ସବୁ ସୁବିଧା କରାଇବେ

 କଳାହାଣ୍ଡି : ଭବାନୀପାଟଣାର ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।   ପ୍ରଭୁ ଜଗନ୍ନାଥ ଏବଂ ମା ମାଣିକେଶ୍ୱରୀଙ୍କୁ ପ୍ରଣାମ କରି ନିଜର ଅଭିଭାଷଣ ଆରମ୍ଭ କଲେ ରାଜନାଥ।  ପ୍ରଥମ ଥର କାଳାହାଣ୍ଡି ଆସିଛନ୍ତି ବୋଲି କହିଲେ ରାଜନାଥ।  ୫ରୁ ୮ବର୍ଷ ମଧ୍ୟରେ କଳାହାଣ୍ଡିର ଚିତ୍ର ବଦଳିବ।  ଭାରତକୁ  ବିକଶିତ ଭାରତ କାରିବାର ଲକ୍ଷ।  କଂଗ୍ରେସ ଏତେ ବର୍ଷ ଶାସନ ପରେ  ବି ଗରିବୀ  ହଟାଇପାରିଲା ନାହିଁ ।  

ଅଭାବର ଭୂଖଣ୍ଡ ଭାବେ ପରିଚିତ ଥିଲା କଳାହାଣ୍ଡି।  ୧୦ ରୁ ୧୫ ବର୍ଷ ଭିତରେ ଭାରତରେ ଗରିବୀ ରହିବେନି।  ମାଳବିକା ଏଠାରେ ଜିତିଲେ ଗରିବୀ ରହିବନି।  ଗରିବୀ ପାଇଁ ପର୍ଯ୍ୟଟକ କଳାହାଣ୍ଡି ଆସନ୍ତି। ଏବଂ ଏଠାରୁ ଗଲାପରେ  ସମ୍ବାଦପତ୍ରରେ ଲେଖା ଲେଖନ୍ତି । ୫ବର୍ଷ ସୁଦ୍ଧା  ମୋଦି ସରକାର ସବୁ ସୁବିଧା କରାଇବେ।  ବିଜେପି ଯାହା କୁହେ ତାହା କରିଦେଖାଏ। ବିଜେପି ଯାହା କୁହେ ତାହା କରିଦେଖାଏ। ୩୭୦ ହଟାଇବାକୁ କହିଥିଲୁ ହଟାଇଲୁ। ବିଜେପି ଆସିବା ପରେ ଆତଙ୍କବାଦ ଶେଷ ହୋଇଛି। ୮୦ କୋଟି ଲୋକଙ୍କୁ  ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ହୋଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi government will provide all facilities within 5 years :Rajnath Singh | Argus News