Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍ବଦେଶୀ ସ୍ପେଶ ଷ୍ଟାର୍ଟଅପକୁ ମୋଦି ସରକାରଙ୍କ ପ୍ରୋତ୍ସାହନ

National

ସ୍ବଦେଶୀ ସ୍ପେଶ ଷ୍ଟାର୍ଟଅପକୁ ମୋଦି ସରକାରଙ୍କ ପ୍ରୋତ୍ସାହନ

Swayangprajna Mishra
Browse all articles by Swayangprajna Mishra
·1 year ago
ସ୍ବଦେଶୀ ସ୍ପେଶ ଷ୍ଟାର୍ଟଅପକୁ ମୋଦି ସରକାରଙ୍କ ପ୍ରୋତ୍ସାହନ

ଅର୍ଗସ ବ୍ୟୁରୋ : ସ୍ବଦେଶୀ ସ୍ପେଶ ଷ୍ଟାର୍ଟଅପକୁ ମୋଦି ସରକାରଙ୍କ ପ୍ରୋତ୍ସାହନ । ଭାରତୀୟ ସେନାକୁ ହାଇଟେକ କରିବା ସହ ଆଗାମୀ ସମୟର ଆହ୍ବାନକୁ ମୁକାବିଲା କରିବାକୁ ସମର୍ଥ କରିବାକୁ ବଡ଼ ଯୋଜନା ହୋଇଥିବା କହିଛନ୍ତି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ । ଦେଶରେ ସ୍ପେଶ ଷ୍ଟାର୍ଟଅପ ଗୁଡ଼ିକୁ ବଳ ଦେବାକୁ ମୋଦି ସରକାର 1 ହଜାର କୋଟିର ଫଣ୍ଡ ଯୋଗାଇ ଦେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ : ୧୧୫ତମ ‘ମନ କୀ ବାତ୍‌’ରେ ଆନିମେସନ ଉପରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

ଏଥିପାଇଁ ବାୟୋ ଇକୋନୋମି ବୃଦ୍ଧି କରିବାକୁ ସରକାର ବାୟୋ-ଇ-ଥ୍ରୀ ପଲିସି ପ୍ରଣୟନ କରିବା ସହ ଷ୍ଟାର୍ଟଅପ ଗୁଡ଼ିକୁ ପ୍ରଥମ ଶହେ ଦିନର ଟାର୍ଗେଟ୍ ଦେଇଛନ୍ତି । ଏହି ଯୋଜନାରେ ଭାରତୀୟ ସେନାକୁ ବିଶ୍ବସ୍ତରୀୟ ଯୁଦ୍ଧାସ୍ତ୍ର ସହ ରୋବୋଟିକ ଯାନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi government's promotion of indigenous space startups | Argus News