Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନୂଆବର୍ଷରେ ନୂଆ ନିୟମ, ସୁକନ୍ୟା ସମୃଦ୍ଧି ଯୋଜନାରେ ବଢ଼ିଲା ସୁଧହାର

Jitendra Dash
Browse all articles by Jitendra Dash
·2 years ago
ନୂଆବର୍ଷରେ ନୂଆ ନିୟମ, ସୁକନ୍ୟା ସମୃଦ୍ଧି ଯୋଜନାରେ ବଢ଼ିଲା ସୁଧହାର

ଅର୍ଗସ ବ୍ୟୁରୋ : ନୂଆବର୍ଷରେ ନୂଆ ନିୟମ । ସୁକନ୍ୟା ସମୃଦ୍ଧି ଯୋଜନାରେ ବଢ଼ିଲା ସୁଧହାର । ମୋଦି ସରକାର ସୁକନ୍ୟା ସମୃଦ୍ଧି ଯୋଜନାରେ ୨୦୨୪ ପ୍ରଥମ ତ୍ରୟମାସରେ ସୁଧହାର ୨୦ ବେସିସ ପଏଣ୍ଟ ବୃଦ୍ଧି ଘୋଷଣା କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଯୋଜନାରେ ପୂର୍ବରୁ ସୁଧହାର ୮.୦ ପ୍ରତିଶତ ଥିବାବେଳେ ଏବେ ସୁଧହାର  ୮.୨ ପ୍ରତିଶତରେ ପହଞ୍ଚିଛି । ସୁକନ୍ୟା ସମୃଦ୍ଧି ଯୋଜନାରେ ବାର୍ଷିକ ସର୍ବନିମ୍ନ ୨୫୦ ଓ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ଜମା କରାଯାଇପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi govt raises Sukanya Samridhi Yojana interest rate ahead of Lok Sabha election 2024 | Argus News