Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଓଡିଶା ଆସୁଛନ୍ତି ମୋଦୀ: ଭୁବନେଶ୍ବରରେ ରାତ୍ରିଯାପନ ପରେ କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସମାବେଶ

Ritu Das
Browse all articles by Ritu Das
·2 years ago
ଆଜି ଓଡିଶା ଆସୁଛନ୍ତି ମୋଦୀ: ଭୁବନେଶ୍ବରରେ ରାତ୍ରିଯାପନ ପରେ କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସମାବେଶ

ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଭୁବନେଶ୍ବରରେ ରାତ୍ରି ରହଣି କରିବାପରେ ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ଜନ ସମାବେଶ କରିବେ। 

ପୁଣି 10 ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋଦି। ଭୁବନେଶ୍ବରରେ ରୋଡ଼ ସୋ ଓ ବଲାଙ୍ଗୀରରେ ଜନସଭା କାର୍ଯ୍ୟକ୍ରମ ଅଛି। ସେପଟେ ଓଡ଼ିଶା ଆସି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଜେପି ଓଡି଼ଶା ସଂକଳ୍ପ ପତ୍ରର କରିବେ ଉନ୍ମୋଚନ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi is coming to Odisha today | Argus News