ବାରଣାସୀରେ ମୋଦି ଆଗୁଆ, ଗାନ୍ଧୀନଗରରୁ ଶାହ ଆଗୁଆ
·2 years ago

ଅର୍ଗସ ବ୍ୟୁରୋ : ଚାଲିଛି ଗଣତି ।ସେହିପରି ପ୍ରାରମ୍ଭିକ ଟ୍ରେଣ୍ଡରେ ଦେଶରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ଭିତରେ ଚାଲିଛି କଡା ଟକ୍କର ।ଏପର୍ଯ୍ୟନ୍ତ ଏନଡିଏ ୨୮୯ ଭୋଟ ପାଇଥିବା ବେଳେ ଇଣ୍ଡିଆ ପାଇଛି ୨୩୧ ଭୋଟ୍ । ସେପଟେ ବାରଣାସୀରେ ମୋଦି ଆଗୁଆ ଥିବାବେଳେ ଗାନ୍ଧିନଗରରେ ଶାହ ଆଗରେ ଅଛନ୍ତି । ସେହିପରି ସ୍ମୃତି ଇରାନୀ ବଆମେଠିରୁ ଆଗୁଆ ଅଛନ୍ତି ।
ଅଧିକ ପଢନ୍ତୁ : ପ୍ରଥମ ରାଉଣ୍ତରେ ସବୁଠି ବିଜେପି ଆଗୁଆ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: