Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ

National

ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ

Swayangprajna Mishra
Browse all articles by Swayangprajna Mishra
·1 year ago
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ

ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍ଟ ଭୋଜନ । ଦୁର୍ଗାପୂଜା ପଶ୍ଚିମବଙ୍ଗରେ ବଡ଼ ଉତ୍ସବ ।

ଅଧିକ ପଢନ୍ତୁ ଭାରତ ଖବର

ଜେଲରେ କଏଦୀଙ୍କୁ ବି ପୂଜାର ମଜା ଦେବାକୁ ଉଦ୍ୟମ । ବେଙ୍ଗଲ ସରକାର ପ୍ରସ୍ତୁତ କରିଛନ୍ତି ସ୍ପେଶାଲ୍ ମେନ୍ୟୁ । ମଟନ୍ ବିରିୟାନୀ ସହ ଯୋଗାଇ ଦିଆଯିବ ବାସନ୍ତୀ ଚାଉଳର ପଲାଉ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mutton biriyani will be given to Prisoner in westbengal | Argus News