Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା

Swayangprajna Mishra
Browse all articles by Swayangprajna Mishra
·1 year ago
ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା

ଅର୍ଗସ ବ୍ୟୁରୋ : ନିକଟରେ ଏସ୍‌ସି ଓ ଏସଟି ସଂରକ୍ଷଣ ନେଇ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ସଂରକ୍ଷଣ ବଚାଓ ସଂଘର୍ଷ ସମିତି ଏହି ବନ୍ଦ ଡାକରା ଦେଇଛି । ଦେଶବ୍ୟାପୀ ଏହି ବନ୍ଦକୁ ସମର୍ଥନ କରାଯିବ ବୋଲି ଆଶା କରାଯାଉଛି । ବନ୍ଦ ବେଳେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙଅକୁ ନିର୍ଦ୍ଦେଶ ଦିଅଯାଇଛି ।

ଅଧିକ ପଢନ୍ତୁ ଭାରତ ଖବର

ସୁପ୍ରିମକୋର୍ଟ ନିକଟରେ ଏସ୍‌ସି ଓ ଏସିଟି କୋଟାରୁ କ୍ରିମି ଲେୟାର ତଥା ସ୍ବଚ୍ଛଳ ବର୍ଗଙ୍କୁ ବାଦ ଦେବା ପାଇଁ ନିଷ୍ପତ୍ତି ନେବା ପରେ ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି । ରାଜସ୍ଥଆନ, ଉତ୍ତରପ୍ରଦେଶ ଏବଂ କେରଳରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିପାରେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nationwide shutdown in India today | Argus News