Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୪ ଜୁନ୍‌ ରେ ପୂର୍ବ ମୁଖ୍ୟମନ୍ତ୍ରୀ ହେବେ ନବୀନ ବାବୁ : ଶାହ 

National

୪ ଜୁନ୍‌ ରେ ପୂର୍ବ ମୁଖ୍ୟମନ୍ତ୍ରୀ ହେବେ ନବୀନ ବାବୁ : ଶାହ 

Manini Pattanayak
Browse all articles by Manini Pattanayak
·1 year ago·1 min read
୪ ଜୁନ୍‌ ରେ ପୂର୍ବ ମୁଖ୍ୟମନ୍ତ୍ରୀ ହେବେ ନବୀନ ବାବୁ : ଶାହ 

ଭଦ୍ରକ: ଚାନ୍ଦବାଲିରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ। ଚାନ୍ଦବାଲି ସଭାରେ ଆରମ୍ଭରୁ ଗର୍ଜିଲେ  ଶାହ।   ୪ ଜୁନ୍‌ ରେ ନବୀନବାବୁ  ମୁଖ୍ୟମନ୍ତ୍ରୀରୁ ପୂର୍ବ ମୁଖ୍ୟମନ୍ତ୍ରୀ ହେବେ ।  ୫ପର୍ଯ୍ୟାୟରେ ମୋଦିଜୀ  ୩୧୦ ସିଟ୍‌ ଜିତି ସାରିଲେଣି।   ସପ୍ତମ  ପର୍ଯ୍ୟାୟ ଶେଷ ସୁଦ୍ଧା ୪୦୦ ପାର୍‌ କରିବ ବିଜେପି ।  ୬ ପର୍ଯ୍ୟାୟ ସରିଲାଣି ୫ ପର୍ଯ୍ୟାୟର ରିପୋର୍ଟ ଅଛି।  ୪ ଜୁନ ରେ ରେଜଲ୍ଟ ଆସିବ ନବୀନ ହେବେ ପୂର୍ବ ମୁଖ୍ୟମନ୍ତ୍ରୀ ।

୭୫ ରୁ ଅଧିକ ସିଟ୍‌ ଜିତି ଡବଲ ଇଂଜିନ  ସରକାର କରିବ ବିଜେପି। ୨୫ ବର୍ଷ ପରେ  ଓଡ଼ିଶାକୁ  ଓଡ଼ିଆ ଲେଖାପଢା  ମୁଖ୍ୟମନ୍ତ୍ରୀ ମିଳିବ।  ଓସଡ଼ିଶାକୁ ତାମିଲ ବାବୁ  ନା ମୁଖ୍ୟମନ୍ତ୍ରୀ ପରିଚାଳନା କରିବେ ?  ଏ ନିର୍ବାଚନ  ଓଡ଼ିଆ ଅସ୍ମିତା, ଭାଷା, କଳା, ସ୍ୱାଭିମାନ  ନିର୍ବାଚନ । ଜଣେ ତାମିଲବାବୁ  ପରଦା ପଛରେ ରହି ଶାସନ  କରିବେ କି ?  ବିଜେପିକୁ ଭୋଟ ଦିଅନ୍ତୁ , ଆପଣଙ୍କ ଜନସେବକ ଏଠି ଶାସନ କରିବେ ବୋଲି କହିଲେ ଶାହ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen Babu will be former Chief Minister on June 4: Amit Shah | Argus News