Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ବିଜେପିର ବରିଷ୍ଠ ନେତା

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ବିଜେପିର ବରିଷ୍ଠ ନେତା

ଅର୍ଗସ ବ୍ୟୁରୋ : ଆଜି ଏନଡିଏର ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ସଂସଦର ସେଣ୍ଟ୍ରାଲ ହଲରେ ଦିନ ୧୧ଟାରେ ବସିବ ବୈଠକ ।  ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ବିଜେପିର ବରିଷ୍ଠ ନେତା । ବୈଠକରେ ଯୋଗଦେବେ ଏନଡିଏର ସହଯୋଗୀ ଦଳ ଟିଡିପି, ଜେଡିୟୁ, ଶିବସେନା ଓ ଲୋକଜନଶକ୍ତି ପାର୍ଟିର ନେତା ।

ଅଧିକ ପଢନ୍ତୁ : ମୋଦିଙ୍କ ଶପଥ ଗ୍ରହଣରେ ସାମିଲ ହେବେ ବିଶିଷ୍ଟ ନେତା

ସରକାର ଗଠନ ନେଇ ବିସ୍ତୃତ ଆଲୋଚନା ପରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଜଣାଇବେ ଦାବି। ଦିଲ୍ଲୀ ଯାଇଥିବା ଓଡ଼ିଶାର ନବ ନିର୍ବାଚିତ ବିଜେପି ସାଂସଦ ବି ଦଳର ସଂସଦୀୟ ବୋର୍ଡ ବୈଠକରେ ହେବେ ସାମିଲ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NDA MP meeting today | Argus News