ଆରମ୍ଭ ହେଲା NDAର ଗୁରୁତ୍ବପୂର୍ଣ୍ଣ ସଂସଦୀୟ ଦଳ ବୈଠକ
·2 years ago

ଅର୍ଗସ ବ୍ୟୁରୋ : ଆରମ୍ଭ ହେଲା NDAର ଗୁରୁତ୍ବପୂର୍ଣ୍ଣ ସଂସଦୀୟ ଦଳ ବୈଠକ । ଏନଡିଏର ର ସମସ୍ତ ନେତୃତ୍ବ ଏବଂ ସାଂସଦଙ୍କୁ ଅଭିନନ୍ଦନ ଜଣାଇଲେ । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଭିଭାଷଣ । ଅନେକ ସାଂସଦ ତଥା ବିଜେପି ବରିଷ୍ଠ ନେତା ଏହି ବୈଠକରେ ସାମିଲ ହୋଇଛନ୍ତି । ମୋଦିଙ୍କ ନେତୃତ୍ବ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । ଓଡିଶାର ନବ ନିର୍ବାଚିତ ସାଂସଦ ମଧ୍ୟ ସାମିଲ ହୋଇଛନ୍ତି । ସଂସଦ ଭବନର ସେଣ୍ଟ୍ରାଲ ହଲରେ ବୈଠକ ଅନୁଷ୍ଠିତ ହୋଇଛି ।
ଅଧିକ ପଢନ୍ତୁ : ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ବିଜେପିର ବରିଷ୍ଠ ନେତା
ସରକାର ଗଠନ ନେଇ ବିସ୍ତୃତ ଆଲୋଚନା ପରେ ସରକାର ଗଠନ ପାଇଁ ଦାବି ଜଣାଇବେ । ଟିଡିପି, ଜେଡିୟୁ, ଏନସିପି, ଶିବସେନା ଓ ଲୋକଜନଶକ୍ତି ପାର୍ଟିର ନେତା ମାନେ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: