ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଲା ଏନଡିଆରଏଫ
·2 years ago

ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ଟନେଲରେ ଫସିଥିବା ଶ୍ରମିକ ହେବେ ଉଦ୍ଧାର । ଟନେଲ ଭିତରୁ ପସିଲା ଉଦ୍ଧାରକାରୀ ଟିମ୍।
ବର୍ତ୍ତମାନ ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ପାଖରେ। ଟନେଲ ଭିତରୁ ରଶି ଆଉ ପାଇପ୍॥ ଶିଘ୍ର ଜଣଙ୍କ ପରେ ଜଣେ ପାଇପ୍ ଦ୍ୱାରା ହେବେ ଉଦ୍ଧାର । ଡ୍ରିଲିଂ କାମ ଶେଷ ହୋଇଥିବା ସୂଚନା।ଦୀର୍ଘ ୧୭ ଦିନ ପରେ ଦେଖିକ ଖୋଲା ଆକାଶ। ଫସିଥିବା ଶ୍ରମିକଙ୍କ ସମ୍ପର୍କୀୟ ମାନେ ଟନେଲ ବାହାରେ ଅନେଇ ରହିଛନ୍ତି କେତେବେଳ ଉଦ୍ଧାର ହେବେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: