ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ନୂଆ ଅତିଥି , ଭିଡିଓ ପୋଷ୍ଟ କଲେ ମୋଦି
·1 year ago

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ନୂଆ ଅତିଥି । ବାଛୁରୀ ସହିତ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଏବଂ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ନିଜେ ଭିଡିଓ ପୋଷ୍ଟ କରି ବାଛୁରୀ ମୁଣ୍ଡରେ ଜ୍ୟୋତି ଚିହ୍ନ ରହିଥିବା କହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ବାଛୁରୀର ନାଁ ‘ଦୀପଜ୍ୟୋତି’ ରଖିଛନ୍ତି ମୋଦି। ଭିଡିଓ କ୍ଲିପ୍ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ ଆମ ଶାସ୍ତ୍ରରେ କୁହାଯାଇଛି - ଗାଈ: ସର୍ବସୁଖ ପ୍ରଦାଃ। ବାଛୁରୀ ସହିତ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଏବଂ ଫଟୋକୁ ଲୋକେ ପ୍ରଶଂସା କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: