Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏରୋସିଟିରେ ଶିରିଡି ସାଇବାବାଙ୍କ ନୂତନ ମନ୍ଦିର ଉଦଘାଟିତ

National

ଏରୋସିଟିରେ ଶିରିଡି ସାଇବାବାଙ୍କ ନୂତନ ମନ୍ଦିର ଉଦଘାଟିତ

Ritu Das
Browse all articles by Ritu Das
·2 years ago·1 min read
ଏରୋସିଟିରେ ଶିରିଡି ସାଇବାବାଙ୍କ ନୂତନ ମନ୍ଦିର ଉଦଘାଟିତ

ଅର୍ଗସ ବ୍ୟୁରୋ: ରାଜଧାନୀ ଦିଲ୍ଲୀ ବିମାନ ବନ୍ଦର ଏରୋସିଟିରେ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ ଶିରିଡି ସାଇ ବାବାଙ୍କ ଏକ ନୂତନ ଭବ୍ୟ ମନ୍ଦିର ଆଜି ଉଦଘାଟିତ ହୋଇଯାଇଛି।

ଦେଶର ପ୍ରତିଷ୍ଠିତ ଜିଏମଆର ଗ୍ରୁପ ପକ୍ଷରୁ ଶିରିଡି ସାଇବାବାଙ୍କ ଏହି ମନ୍ଦିର ନିର୍ମିତ ହୋଇଛି l ଗ୍ରୁପର ଅଧ୍ୟକ୍ଷ ଜି ଏମ୍ ରାଓ ଓ ଜି. ବରାଲକ୍ଷ୍ମୀ ପାରମ୍ପରିକ ରୀତିରେ ଦକ୍ଷିଣ ଭାରତୀୟ ମଙ୍ଗଳ ବାଦ୍ୟ ସହ ଗୁରୁଜୀ ଡକ୍ଟର ଶତପଥୀଙ୍କୁ ସ୍ଵାଗତ କରିଥିଲେ l
ଦେଶର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଭକ୍ତ ଓ ଟ୍ରଷ୍ଟି ଏହି ଉତ୍ସବରେ ଯୋଗ ଦେଇଥିଲେ l ବହୁ ବରିଷ୍ଠ ବ୍ୟୁରୋକ୍ରାଟ ଏବଂ ଜି ଏମ୍ ଆର ଗ୍ରୁପ ର ସଦସ୍ୟ ଓ କର୍ମ କର୍ତ୍ତା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ l

ସୂଚନା ଯୋଗ୍ୟ ଯେ ଗତବର୍ଷ ଫେବୃୟାରୀ ମାସରେ ଗୁରୁଜୀ ଏହି ମନ୍ଦିରର ଭୂମି ପୂଜା କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
New temple | Argus News