New Year / ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ; 'ସମସ୍ତଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଆସୁ'
·3 months ago·2 min read

Key Points
ନବବର୍ଷର ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି, "ନବବର୍ଷର ଉଲ୍ଲାସ ଅବସରରେ ମୁଁ ଦେଶ ଓ ବିଦେଶରେ ଥିବା ସମସ୍ତଙ୍କ ଭାରତୀୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।"
ନୂଆଦିଲ୍ଲୀ: ଇଂରାଜୀ ନବବର୍ଷ ୨୦୨୬ର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ନବବର୍ଷର ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି, "ନବବର୍ଷର ଉଲ୍ଲାସ ଅବସରରେ ମୁଁ ଦେଶ ଓ ବିଦେଶରେ ଥିବା ସମସ୍ତଙ୍କ ଭାରତୀୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।"
ନୂଆ ବର୍ଷ ନୂଆ ଶକ୍ତି ଓ ସରକାରାତ୍ମକ ପରିବର୍ତ୍ତନର ପ୍ରତୀକ । ଏହା ଆତ୍ମଚିନ୍ତନ ଏବଂ ସଂକଳ୍ପର ଅବସର । ଏହି ନବବର୍ଷରେ ଆମେ ଦେଶର ବିକାଶ, ସାମାଜିକ ସମାନତା ଓ ପରିବେଶ ସଂରକ୍ଷଣ ପ୍ରତି ନିଜ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ।
ଏଥିସହ ପଢ଼ନ୍ତୁ: ପ୍ରଦୂଷଣ ସାଙ୍ଗକୁ ଘନ କୁହୁଡ଼ିରେ ଘାଇଲା ଭୁବନେଶ୍ଵର; ଉପକୂଳ ଓଡ଼ିଶାରେ ବି ସମାନ ସ୍ଥିତି
ବର୍ଷ ୨୦୨୬ ଆପଣମାନଙ୍କ ଜୀବନରେ ଶାନ୍ତି, ସୁଖ ଓ ସମୃଦ୍ଧି ନେଇ ଆସୁ । ସଶକ୍ତ ଓ ଉଜ୍ଜ୍ଵଳ ଭାରତ ନିର୍ମାଣ ପାଇଁ ଆମ ସଂକଳ୍ପକୁ ନୂଆ ଶକ୍ତି ପ୍ରଦାନ କରୁ ବୋଲି ଲେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ନୂଆବର୍ଷ ୨୦୨୬ର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲେଖିଛନ୍ତି, "ଆପଣ ସମସ୍ତଙ୍କୁ ୨୦୨୬ର ଶୁଭକାମନା । ସମସ୍ତଙ୍କ ଲାଗି ନୂତନ ବର୍ଷ ନୂଆ ଆଶା, ନୂଆ ସଂକଳ୍ପ ଓ ନୂଆ ଆତ୍ମବିଶ୍ଵାସ ନେଇ ଆସୁ । ସମସ୍ତଙ୍କୁ ଜୀବନରେ ଆଗକୁ ବଢ଼ିବାର ପ୍ରେରଣା ମିଳୁ ।"
नव वर्ष के उल्लासपूर्ण अवसर पर, मैं देश और विदेश में बसे सभी भारतीयों को हार्दिक बधाई और शुभकामनाएं देती हूं। pic.twitter.com/GEj29ZxOxd
— President of India (@rashtrapatibhvn) January 1, 2026
ନୂଆ ବର୍ଷ ନୂଆ ଶକ୍ତି ଓ ସରକାରାତ୍ମକ ପରିବର୍ତ୍ତନର ପ୍ରତୀକ । ଏହା ଆତ୍ମଚିନ୍ତନ ଏବଂ ସଂକଳ୍ପର ଅବସର । ଏହି ନବବର୍ଷରେ ଆମେ ଦେଶର ବିକାଶ, ସାମାଜିକ ସମାନତା ଓ ପରିବେଶ ସଂରକ୍ଷଣ ପ୍ରତି ନିଜ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ।
ଏଥିସହ ପଢ଼ନ୍ତୁ: ପ୍ରଦୂଷଣ ସାଙ୍ଗକୁ ଘନ କୁହୁଡ଼ିରେ ଘାଇଲା ଭୁବନେଶ୍ଵର; ଉପକୂଳ ଓଡ଼ିଶାରେ ବି ସମାନ ସ୍ଥିତି
ବର୍ଷ ୨୦୨୬ ଆପଣମାନଙ୍କ ଜୀବନରେ ଶାନ୍ତି, ସୁଖ ଓ ସମୃଦ୍ଧି ନେଇ ଆସୁ । ସଶକ୍ତ ଓ ଉଜ୍ଜ୍ଵଳ ଭାରତ ନିର୍ମାଣ ପାଇଁ ଆମ ସଂକଳ୍ପକୁ ନୂଆ ଶକ୍ତି ପ୍ରଦାନ କରୁ ବୋଲି ଲେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
2026 की आप सभी को बहुत-बहुत शुभकामनाएं। कामना करते हैं कि यह वर्ष हर किसी के लिए नई आशाएं, नए संकल्प और एक नया आत्मविश्वास लेकर आए। सभी को जीवन में आगे बढ़ने की प्रेरणा दे।
— Narendra Modi (@narendramodi) January 1, 2026
ज्ञानं विरक्तिरैश्वर्यं शौर्यं तेजो बलं स्मृतिः।
स्वातन्त्र्यं कौशलं कान्तिर्धैर्यं मार्दवमेव च ॥ pic.twitter.com/vMhlHe3fGR
ନୂଆବର୍ଷ ୨୦୨୬ର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲେଖିଛନ୍ତି, "ଆପଣ ସମସ୍ତଙ୍କୁ ୨୦୨୬ର ଶୁଭକାମନା । ସମସ୍ତଙ୍କ ଲାଗି ନୂତନ ବର୍ଷ ନୂଆ ଆଶା, ନୂଆ ସଂକଳ୍ପ ଓ ନୂଆ ଆତ୍ମବିଶ୍ଵାସ ନେଇ ଆସୁ । ସମସ୍ତଙ୍କୁ ଜୀବନରେ ଆଗକୁ ବଢ଼ିବାର ପ୍ରେରଣା ମିଳୁ ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories