Viral New Year Trend / ନୂଆବର୍ଷରେ ଏମିତି ହେଲା ବେପାର... ମିନିଟ୍କୁ ୨ ଲକ୍ଷ ପିଜାକୁ ୧୩୩୬ ବିରିୟାନି ଅର୍ଡର କଲେ
·6 months ago·2 min read

Key Points
ଜିରୋ ନାଇଟରେ ଜମିଲା ସେଲିବ୍ରେସନ୍। ନୂଆବର୍ଷରେ ଧୂମ୍ ବେପାର। ଦିନକରେ ପୂରା ହୋଇଗଲା ମାସକର କୋଟା। ବଢିଲା ଅନଲାଇନ୍ ଖାଦ୍ୟ ଅର୍ଡର। ମିନିଟ୍ କୁ ଦୁଇ ଲକ୍ଷ ପିଜାକୁ ୧୩୩୬ ବିରିୟାନି। ସ୍ଵିଗି ରପୋର୍ଟରୁ ଖୁଲାସା।

ବଡ଼ ସିଟିରେ ଶୀଘ୍ର ଆରମ୍ଭ ହୋଇଥିଲା ପାର୍ଟି। ଡିସେମ୍ଵର ୩୧ ସନ୍ଧ୍ୟାରୁ ଖାଦ୍ୟ ଅର୍ଡର। ଏହି ଦିନ ପ୍ରତି ମିନିଟରେ ହୋଇଥିଲା ଦୁଇ ଲକ୍ଷ ପିଜା ଏବଂ ୧୩୩୬ ବିରିୟାନୀ ଅର୍ଡର। ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରେଣ୍ଡରେ ଥିଲା କେକ୍, ପିଜା ଓ ବିରିଆନି। ଦେଶର ସବୁଠୁ ଫେଭରେଟ୍ ପାର୍ଟି ଫୁଡ୍ ଭାବେ ଆଗରେ ବିରିୟାନି। ଭୁବନେଶ୍ୱରରେ ୧୬ କିଲୋ ବିରିୟାନି ଅର୍ଡର କଲେ ଜଣେ ଗ୍ରାହକ। ପାଟନା, ସୁରଟ, ଭଦୋଦରା, ନାଗପୁର, ଜୟପୁର, ପୁନେ ଏବଂ ଇନ୍ଦୋର ଭଳି ସହରରେ ସଂଧ୍ୟାରୁ ଲୋକେ ଖାଦ୍ୟ ଅର୍ଡର କରିଥିଲେ।
ଏହାସହ ପଢ଼ନ୍ତୁ: ସେନାକୁ ସଲାମ ! ୧୩ ହଜାର ଫୁଟ ଉଚ୍ଚରେ, ବରଫ ପାହାଡ଼ରେ ଯବାନ
ସନ୍ଧ୍ୟା ୭ଟା ପୂର୍ବରୁ ୨ଲକ୍ଷ ୧୮ ହଜାର ବିରିୟାନି ଅର୍ଡର କରିଥିଲେ ଲୋକେ । ସେହିପରି ସାଢେ ୮ଟା ବେଳକୁ ଡେଲିଭରି ହୋଇଥିଲା ୨.୧୮ ଲକ୍ଷ ପିଜା ଏବଂ ୨.୧୬ ଲକ୍ଷ ବର୍ଗର । ବାଙ୍ଗାଲୋରର ଜଣେ ଗ୍ରାହକ କରିଥିଲେ ସର୍ବାଧିକ ୧୦୦ ବର୍ଗର ଅର୍ଡର। ସେହିପରି ଗୁରୁଗ୍ରାମରେ ୧୮ ବକ୍ସ ବ୍ରାଉନିଂ ଓ ପ୍ଲମକେକ୍, ନାଗପୁରରେ ଜଣେ ଗ୍ରାହକଙ୍କ ୯୨ ଅର୍ଡର ଦେଇଥିଲେ। ଗୋଆରେ ଜଣେ ଗ୍ରାହକ ୩୯ ଅର୍ଡର ଦେଇଥିଲେ। ସୁରଟରେ ଜଣେ ୟୁଜର ୨୨ ବର୍ଗର କିଣିଥିଲେ। ନୂଆବର୍ଷ ରାତିରେ ଡେଜର୍ଟ ବର୍ଗରେ ରସମଲାଇ, ଗାଜର ହାଲୱା, ଗୋଲାପଜାମୁନ ଟ୍ରେଣ୍ଡରେ ଥିଲା।
ଏହାସହ ପଢ଼ନ୍ତୁ: ବର୍ଷ ଆରମ୍ଭରୁ ଦେଶକୁ ବଡ଼ ଉପହାର ଦେଲେ ମୋଦି ସରକାର
ସ୍ୱିଗି ଡାଉନଆଉଟ ବୁକିଂରେ ବେଙ୍ଗାଲୁରୁ ଓ ହାଇଦ୍ରାବାଦ କରିଥିଲେ ଟପ୍ । ସେହିଭଳି ଅହମ୍ମଦାବାଦରେ ୧.୬ ଗୁଣ, ଲକ୍ଷ୍ନୌରେ ୧.୩ ଗୁଣ, ଜୟପୁରରେ ୧.୨ ଗୁଣ ଅର୍ଡର ବୃଦ୍ଧି ହୋଇଛି। ଭଦୋଦରା ଓ ଚଣ୍ଡୀଗଡ଼ରେ ଗ୍ରୁପ ସେଲିବ୍ରେସନରେ ଟ୍ରେଣ୍ଡରେ ରହିଥିଲା। ଏସବୁ ସହରରେ ପ୍ରତି ପାର୍ଟି ପିଛା ୩୦ ଅର୍ଡର ବୁକ୍ ରହିଥିଲା। ମୁମ୍ବାଇରେ ଜଣେ ଗ୍ରାହକଙ୍କ ବିଲ୍ ୯୪, ୨୯୧ ଟଙ୍କା ରହିଥିଲା। ପୁନେ, ଚେନ୍ନାଇ ୬୧% ଏବଂ ୫୦% ଡାଇନିଂ ବିଲ୍ ସଞ୍ଚୟ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories