Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୁହୁଡି ଶହ ହାଡଭଙ୍ଗା ଶୀତରେ ଥରୁଛି  ଉତ୍ତର ଭାରତ  

Manini Pattanayak
Browse all articles by Manini Pattanayak
·2 years ago
କୁହୁଡି ଶହ ହାଡଭଙ୍ଗା ଶୀତରେ ଥରୁଛି  ଉତ୍ତର ଭାରତ  

ଦୂଆଦିଲ୍ଲୀ: ଶୀତରେ ଥରୁଛି ଉତ୍ତର ଭାରତ।  କୁହୁଡି ଶହ ହାଡଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ। ପ୍ରବଳ କୁହୁଡି ଯୋଗୁଁ ଟ୍ରେନ ଓ ଫ୍ଳାଇଟ୍‌ ପ୍ରଭାବିତ ମଧ୍ୟ ହୋଇଛି।

ତେବେ ଏହିପରି  ଥଣ୍ଡା ଆସନ୍ତା ୨/୩ ପର୍ଯ୍ୟନ୍ତ ଜାରି ରହିବ । ପାହାଡ ମାନଙ୍କରେ  ତୁଷାରପାତ ମଧ୍ୟ ଜାରି ରହିଛି।  ପାଣିପାଗ ବିଭାଗ  ତରଫରୁ ଆଜି  ଅର୍ଥାତ ଗୁରୁବାର ପାଇଁ ଆର୍ଲଟ ଜାରି କରାଯାଇଛି। ଆଇଏମଡି ଅନୁସାରେ ସକାଳ ୫ ଟା ୩୦ରେ  ଉତ୍ତର ପ୍ରଦେଶ, ଚଣ୍ଡିଗଡ, ରାଜସ୍ଥାନ, ବିହାରରେ ଘନ ଘୁହୁଡି ଛାଇ ରହିଥିଲା।

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
north india weather forecast update today entire north india including delhi shivered with cold 2024 | Argus News