Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସମୁଦ୍ର ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ କହିଲେ ଇଣ୍ଡିଆ ଜିନ୍ଦାବାଦ

Jitendra Dash
Browse all articles by Jitendra Dash
·2 years ago
ସମୁଦ୍ର ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ କହିଲେ ଇଣ୍ଡିଆ ଜିନ୍ଦାବାଦ

ଅର୍ଗସ ବ୍ୟୁରୋ : ସମୁଦ୍ର ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ ଇଣ୍ଡିଆ ଜିନ୍ଦାବାଦ କହିଲେ ପାକିସ୍ଥାନୀ ନାଗରିକ । ଆରବ ସାଗରରେ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ଜାହାଜର ପାକିସ୍ତାନୀ କ୍ରୁ । 

ଅଧିକ ପଢନ୍ତୁ ଭାରତ ଖବର

ଭାରତୀୟ ନୌସେନା ପାଇଁ ସେମାନଙ୍କର ଜୀବନ ବଞ୍ଚି ଯାଇଛି ବୋଲି କହିଛନ୍ତି । ଏଥିସହ। ସମାନେ ‘ଇଣ୍ଡିଆ ଜିନ୍ଦାବାଦ’ ନାରା ଦେଇଛନ୍ତି । ୧୨ ଘଣ୍ଟାର ଲମ୍ବା ଅପରେଶନ ପରେ ସୋମାଲିଆ ଲୁଟେରାଙ୍କଠୁ ୨୩ ପାକିସ୍ତାନ ନାଗରିକଙ୍କୁ ଉଦ୍ଧାର କରିଥିଲେ ଭାରତୀୟ ନୌସେନା । ଆଇଏନଏସ ତ୍ରିଶୂଳ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ ଭାରତୀୟ ନୌସେନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistani sailors thank Indian Navy after being saved from pirates | Argus News