ତୀର୍ଥଯାତ୍ରୀ ବସରେ ନିଆଁ , ୮ ଜୀବନ୍ତ ଦଗ୍ଘ
·2 years ago

ଅର୍ଗସ ବ୍ୟୁରୋ : ହରିୟାଣାର ନୁହରେ ତୀର୍ଥଯାତ୍ରୀ ବସରେ ନିଆଁ ଲାଗିଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବସରେ ମୋଟ ୬୦ ଜଣ ଯାତ୍ରୀ ଥିଲେ । ବନାରସ, ଓ ବୃନ୍ଦାବନ ଦର୍ଶନ ସାରି ଫେରୁଥିବା ସୂଚନା ରହିଛି । ବସରେ ନିଆଁ ଲାଗିବା ସ୍ଥାନର ସ୍ଥାନୀୟ ଲୋକେ ଏହି ବସକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ଶେଷରେ ଜଣେ ଯୁବକ ବାଇକ ପଛରେ ଚିତ୍କାର କରି ଡ୍ରାଇଭରକୁ କହିବା ପରେ ବାକି ଜଣଙ୍କୁ ବସରୁ ଉଦ୍ଧାର କରାଯାଇଥିଲା । ହେଲେ ୮ଜଣ ଜୀବନ୍ତ ଦଗ୍ଘ ହୋଇଯାଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
