PM Modi Appeals / GDP ଅଭିବୃଦ୍ଧି ଭିତରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍; 'ବୁଲିବାକୁ ବିଦେଶ ଯାଆନ୍ତୁନି'
·38 mins ago·2 min read

Key Points
ଦେଶର GDP ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଦେଶବାସୀଙ୍କୁ ସ୍ଵଦେଶୀ ମନ୍ତ୍ରୀ ଦେଇଛନ୍ତି । କହିଛନ୍ତି, "ଆବଶ୍ୟକ ନଥିଲେ ସୁନା କିଣିବା ଦରକାର ନାହିଁ ।"
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶର ପ୍ରଥମ ତ୍ରୈମାସିକ GDP ଅଭିବୃଦ୍ଧିକୁ ନେଇ ଖୁସି ଜାହିର୍ କରିଛନ୍ତି । ପିଏମ୍ ମୋଦି କହିଛନ୍ତି, "ବୈଶ୍ଵିକ ଆହ୍ଵାନ ସତ୍ତ୍ଵେ ଦେଶର ଅର୍ଥନୀତି ଦ୍ରୁତଗତିରେ ଆଗକୁ ବଢ଼ୁଛି ।"
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସ୍ଵଦେଶୀ ମନ୍ତ୍ର ଦେଇଛନ୍ତି । ଅପିଲ୍ କରି କହିଛନ୍ତି, "ଯଦି ସେତେଟା ଜରୁରୀ ଆବଶ୍ୟକତା ନାହିଁ ତାହେଲେ ସୁନା କିଣନ୍ତୁ ନାହିଁ ଏବଂ ବିଦେଶରେ ବିବାହ ଉତ୍ସବ ପରିବର୍ତ୍ତେ ଦେଶରେ ହିଁ ବିବାହ କରନ୍ତୁ ।"
ଏଥିସହ ପଢ଼ନ୍ତୁ: ମାସ ଆରମ୍ଭରୁ ବଢ଼ିଲା ଗ୍ୟାସ୍ ଦର; କମର୍ସିଆଲ୍ LPG ସିଲିଣ୍ଡର ଦରରେ ବୃଦ୍ଧି
ଦେଶର ବିକାଶ ଦରକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । କହିଛନ୍ତି, "ଏହି ପରିସଂଖ୍ୟାନ ଦେଶବାସୀଙ୍କ ମଧ୍ୟରେ ଖୁସି ଆଣି ଦେଇଛି । ଦେଶ ୭.୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି । ଆଗକୁ ମଧ୍ୟ ଏହି ଗତି ଜାରି ରହିବ । କିନ୍ତୁ, ଦେଶ ଭିତରେ ନିରାଶାରେ ବୁଡ଼ି ରହିଥିବା ଲୋକ ଚାରିଆଡ଼େ ନିରାଶା ସୃଷ୍ଟି କରୁଛନ୍ତି ।"
ପ୍ରଧାନମନ୍ତ୍ରୀଙ୍କ ଅପିଲ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେଶର GDP ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଦେଶବାସୀଙ୍କୁ ସ୍ଵଦେଶୀ ମନ୍ତ୍ରୀ ଦେଇଛନ୍ତି । କହିଛନ୍ତି, "ବର୍ତ୍ତମାନ ବିବାହ କରିବା ଲାଗି ବିଦେଶ ଯିବା ଉଚିତ୍ ନୁହେଁ । ଏଥିସହ ଆବଶ୍ୟକ ନଥିଲେ ସୁନା କିଣିବା ମଧ୍ୟ ଦରକାର ନାହିଁ ।"
ଆମେ ଆତ୍ମନିର୍ଭରତା ଜରିଆରେ ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍ଵପ୍ନ ପୂରଣ କରିବା । ଏଥିପାଇଁ ଆମକୁ ସଂକଳ୍ପ ନେବାକୁ ପଡ଼ିବ । ବିଦେଶୀ ମୁଦ୍ରା ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଦେଶ ଯାତ୍ରାରୁ ବିରତ ରହିବା ଲାଗି ଲୋକଙ୍କୁ ନିବେଦନ କରିଛନ୍ତି ।
ସେହିଭଳି Zen-Zଙ୍କ ସହ ଯୋଡ଼ି ହେବା ପ୍ରୟାସ ଜାରି ରଖି ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ସେଲ୍ଫି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ମିଥ୍ୟା ପ୍ରଚାର" ସତ୍ତ୍ଵେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତୀୟ ଅର୍ଥନୀତି ଆଶାଠାରୁ ଅଧିକ ପ୍ରଦର୍ଶନ କରିଛି ।
ଏଥିସହ ପଢ଼ନ୍ତୁ: GDP ଉପରେ ଆସିଲା ଖୁସି ଖବର; ୭.୮ ପ୍ରତିଶତ ରହିବ ଅଭିବୃଦ୍ଧି ହାର!
ସୂଚନାଯୋଗ୍ୟ, ସୋମବାର (୩୧ ଅଗଷ୍ଟ) ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (MoSPI) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶର ପ୍ରକୃତ GDP ଅଭିବୃଦ୍ଧି ହାର ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଅପ୍ରେଲ-ଜୁନ୍) ରେ ୭.୮ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଯାହା ପୂର୍ବ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୬.୯ ପ୍ରତିଶତ ଥିଲା ।

Related Topics
Explore more stories