Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଝାଡ଼ଖଣ୍ଡରେ ପ୍ରଚାର ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ

National

ଝାଡ଼ଖଣ୍ଡରେ ପ୍ରଚାର ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago
ଝାଡ଼ଖଣ୍ଡରେ ପ୍ରଚାର ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଝାଡ଼ଖଣ୍ଡରେ ପ୍ରଚାର ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଭାରତ ଉପରେ ଆତଙ୍କବାଦ ଆକ୍ରମଣ ହେଲେ କଂଗ୍ରେସେ ପାକିସ୍ତାନକୁ ଲଭ୍ ଲେଟର ଲେଖୁଥିଲା । କିନ୍ତୁ ଏବେ ସମୟ ବଦଳିଛି । ସିଧାସଳଖ ଆକ୍ରମଣ କରୁଛି ଭାରତ । ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ ପରେ ଦୋହଲି ଯାଇଛି ପାକିସ୍ତାନ । 

ଅଧିକ ପଢନ୍ତୁ ଭାରତ ଖବର

ଏଥିସହ ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ହ୍ରାସ ପାଇଛି ମାଓ ସମସ୍ୟା । ଭୁଶୁଡୁଛି ମାଓ ଦୁର୍ଗ । ପୂର୍ବରୁ ମାଓବାଦୀ ମାନେ ଏହି ରାଜ୍ୟ ଗୁଡିକରେର ଆତଙ୍କ ଖେଳାଉଥିଲେ । ଯୁବକମାନଙ୍କୁ ବିଭ୍ରାନ୍ତ କରି ମାଓ ସଂଗଠନରେ ମିଶାଯାଉଥିଲା । କିନ୍ତୁ ୨୦୧୪ରେ, ଆପଣଙ୍କର ଗୋଟିଏ ଭୋଟ୍ କାମ କଲା ଏବଂ ସାରା ବିଶ୍ବ ଭାରତର ଗଣତନ୍ତ୍ରକୁ ଅଭିବାଦନ ଜଣାଇଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
PM Modi attacks JMM, Congress in Lok Sabha election campaign rally in Jharkhand | Argus News