PM Modi / ଆଜି ବନାରସ ଷ୍ଟେସନରୁ ୪ଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିବେ ମୋଦି
·10 months ago·2 min read

Key Points
ନିଜ ନିର୍ବାଚନମଣ୍ଡଳୀ ଉତ୍ତରପ୍ରଦେଶ ବାରାଣସୀ ଗସ୍ତରେ ପ୍ରଧାନମନ୍ତ୍ରୀ । ଆଜି ବନାରସ ଷ୍ଟେସନରୁ ୪ଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି ମୋଦି ।
ନିଜ ନିର୍ବାଚନମଣ୍ଡଳୀ ଉତ୍ତରପ୍ରଦେଶ ବାରାଣସୀ ଗସ୍ତରେ ପ୍ରଧାନମନ୍ତ୍ରୀ । ଆଜି ବନାରସ ଷ୍ଟେସନରୁ ୪ଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି ମୋଦି । ପୂର୍ଣ୍ଣ ସ୍ୱଦେଶୀ ସେମି ହାଇ ସ୍ପିଡ୍ ଟ୍ରେନରେ ରହିଛି ବହୁ ଅତ୍ୟାଧୁନିକ ସୁବିଧା । ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଗୁଡ଼ିକ ବନାରସ-ଖଜୁରାହୋ, ଲକ୍ଷ୍ନୌ-ସହାରନପୁର, ଫିରୋଜପୁର-ଦିଲ୍ଲୀ ଏବଂ ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ରୁଟରେ ଚଳାଚଳ କରିବ।
ଏହାସହ ପଢ଼ନ୍ତୁ: ବିହାରରେ ମୋଦିଙ୍କ ଜୋରଦାର ପ୍ରଚାର, କଂଗ୍ରେସ-RJDକୁ ଧୋଇଲେ
ଏହା ଚାଲିବା ଦ୍ବାରା ବର୍ତ୍ତମାନ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ତୁଳନାରେ ପ୍ରାୟ ୨ ଘଣ୍ଟା ୪୦ ମିନିଟ୍ ଯାତ୍ରା ସମୟ କମିଯିବ। ଏହି ବନ୍ଦେ ଭାରତ ଟ୍ରେନ୍' ବାରାଣସୀ, ପ୍ରୟାଗରାଜ, ଚିତ୍ରକୂଟ ଏବଂ ଖଜୁରାହୋ ସହ ଭାରତର ବିଭିନ୍ନ ଧାର୍ମିକ ଏବଂ ସାଂସ୍କୃତିକ ସ୍ଥାନକୁ ସଂଯୋଗ କରିବ । ଏହି ଟ୍ରେନରେ ଅଗ୍ନି ନିରାପତ୍ତା ସହ, ଅଟୋମେଟିକ ଅପରେଟିଭ ଗେଟ, ସିସିଟିଭି, ଅତ୍ୟାଧୁନିକ କବଚ। ପର୍ଯ୍ୟଟନ, କ୍ଷେତ୍ରୀୟ ଅର୍ଥ ବ୍ୟବସ୍ଥାକୁ ଯୋଗାଇବ ବଳ। ଦିବ୍ୟାଙ୍ଗ ଓ ବୃଦ୍ଧଙ୍କ ପାଇଁ ବିଶେଷ ସୁବିଧା।
ଏହାସହ ପଢ଼ନ୍ତୁ: ବିଶ୍ଵ ବିଜୟିନୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବିଶ୍ଵ ବିଜୟିନୀଙ୍କ ସହ କଥା ହେଲେ ମୋଦି । ମହିଳା କ୍ରିକେଟରଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ବାସଭବନକୁ ଖେଳାଳି ଓ କୋଚଙ୍କୁ ଡକାଇଥିଲେ ମୋଦି । ଖେଳାଳିଙ୍କ ସହ କଥ ହେବା ସମୟରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା । ଫାଇନାଲ ମ୍ୟାଚର କଣ ରହିଲା ବିଜୟ ପଛର ରଣନୀତି, ସେନେଇ ଖେଳାଳି ଓ କୋଚଙ୍କ ସହ କଲେ ୱାନଟୁ ୱାନ ଆଲୋଚନା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପ୍ରାଥମ ପରାଜୟ ପରେ, ଖେଳାଳିମାନେ ସୋସିଆଲ ମିଡିଆରେ ଟ୍ରୋଲିଂର ସମ୍ମୁଖୀନ ହୋଇଥିଲେ । କିନ୍ତୁ ସେମାନେ ଉଲ୍ଲେଖନୀୟ ମାନସିକ ଶକ୍ତି ପ୍ରଦର୍ଶନ କରି ଏକ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରି ଇତିହାସ ସୃଷ୍ଟି କରିଥିଲେ। ୨୦୧୭ ବିଶ୍ୱକପ୍ ପରେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଶେଷ ସାକ୍ଷାତକୁ ମନେ ପକାଇ ଅଧିନାୟିକା ହରମନପ୍ରୀତ କୌର କହିଛନ୍ତି ଯେ ସେତେବେଳେ ଦଳ ବିନା ଟ୍ରଫିରେ ଫେରିଥିଲା । କିନ୍ତୁ ଏଥର ସେମାନେ ସଫଳତାର ସହିତ ଫେରିଛନ୍ତି । ଆଶା ପ୍ରକାଶ କରିଛନ୍ତି ଯେ ଭବିଷ୍ୟତରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଅଧିକ ସୁଯୋଗ ପାଇବେ।
ହରମନପ୍ରୀତ ମୋଦିଙ୍କୁ ପଚାରିଥିଲେ ଯେ ସେ ସବୁବେଳେ ଜିନିଷଗୁଡ଼ିକୁ କିପରି ପରିଚାଳନା କରନ୍ତି। ପ୍ରଧାନମନ୍ତ୍ରୀ ଉତ୍ତର ଦେଇଥିଲେ ଯେ ସମୟ ସହିତ ଏହା ତାଙ୍କ ଜୀବନର ଏକ ଅଂଶ ଏବଂ ଅଭ୍ୟାସ ପାଲଟିଯାଇଛି। ଏହି ସମୟରେ, ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ତାଙ୍କୁ ପ୍ରେରଣା ଦେଇଥିଲା।

Related Topics
Explore more stories