Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଂଗ୍ରେସ ବିଶ୍ୱାସ ଯୋଗ୍ୟ ନୁହେଁ, କହିଲେ ପ୍ରଧାନମନ୍ତ୍ରୀ ମୋଦି

Jitendra Dash
Browse all articles by Jitendra Dash
·2 years ago·1 min read
କଂଗ୍ରେସ ବିଶ୍ୱାସ ଯୋଗ୍ୟ ନୁହେଁ, କହିଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ : କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଶାନା । କହିଲେ, କଂଗ୍ରେସ ଯୋଗୁଁ ଦୁର୍ବଳ ହୋଇଛି ଦେଶର ଏକତା । ଖାମଖିଆଲି ଭାବେ ଶ୍ରୀଲଙ୍କାକୁ ଦିଆଯାଇଥିଲା କଚାତିବ୍ୟୁ ଦ୍ବୀପ । ଗତ ୭୫ବର୍ଷ ଧରି ଭାରତର ଏକତା, ଅଖଣ୍ଡତା ଓ ସ୍ବାର୍ଥକୁ ଦୁର୍ବଳ କରୁଛି କଂଗ୍ରେସ । କଂଗ୍ରେସର ଏଭଳି କାର୍ଯ୍ୟ ପରେ କଂଗ୍ରେସକୁ ଆଉ ଭରସା କରାଯାଇପାରିବ ନାହିଁ । 

ଅଧିକ ପଢନ୍ତୁ ଭାରତ ଖବର

ଆରଟିଆଇ ରିପୋର୍ଟ ଆସିବା ପରେ ଏହାକୁ ଆଚମ୍ବିତ ହେବା ଭଳି ଖବର କହିବା ସହ କଂଗ୍ରେସକୁ କଟାକ୍ଷ କରିଛନ୍ତି ମୋଦି । ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, କଂଗ୍ରେସ ଶ୍ରୀଲଙ୍କାକୁ ଦ୍ୱୀପ ଦେଇଦେବା ପରେ ବି ତାଙ୍କ ମନରେ ତିଳେମାତ୍ର ଅନୁତାପ ନାହିଁ । କେତେବେଳେ କଂଗ୍ରେସ ଦଳ ଦେଶକୁ ବାଣ୍ଟିବା କଥା କହୁଛି ତଆଉ କେତେବେଳେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଦନାମ କରୁଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi lashes out at Congress for giving away Katchatheevu island to Sri Lanka | Argus News