Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ ରତ୍ନ କର୍ପୂରୀ ଠାକୁରଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago
ଭାରତ ରତ୍ନ କର୍ପୂରୀ ଠାକୁରଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଭାରତ ରତ୍ନ କର୍ପୂରୀ ଠାକୁରଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ପରିବାରକୁ ନିଜ ବାସଭବନରେ ଭେଟିଛନ୍ତି ମୋଦି। ଏନେଇ ନିଜ ଏକ୍ସ ପେଜ୍ ରେ ସେ ପୋଷ୍ଟ କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ସେପଟେ କର୍ପୂରୀଙ୍କ ପୁଅ ରାମନାଥ ଠାକୁର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 36 ବର୍ଷର ସଂଘର୍ଷ ପରେ ଜନ ନାୟକ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। କର୍ପୂରୀ ଠାକୁରଙ୍କ ପରିବାରର ସମସ୍ତ ସଦସ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi meets family members of former Bihar CM Karpoori Thakur, expresses happiness | Argus News