Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ବାର୍ଷିକ ଏନସିସି ସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago
ଆଜି ବାର୍ଷିକ ଏନସିସି ସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀର କାରିଆପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନସିସି ସମାବେଶକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ଅମୃତ ପୀଠର ଅବଦାନ ଏବଂ ସଶକ୍ତିକରଣ ପ୍ରଦର୍ଶନ କରୁଥିବା ‘ଅମୃତ କାଲ କି ଏନସିସି’ ବିଷୟବସ୍ତୁ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହେବ । 

ଅଧିକ ପଢନ୍ତୁ ଭାରତ ଖବର

୨୪ ବିଦେଶୀ ଯୁବ କ୍ୟାଡେଟ୍ ଏବଂ ଦେଶର ୨୨୦୦ ରୁ ଅଧିକ ଏନସିସି କ୍ୟାଡେଟ୍ ଚଳିତ ବର୍ଷର ରାଲିରେ ଅଂଶଗ୍ରହଣ କରିବେ । ସ୍ୱତନ୍ତ୍ର ଅତିଥି ଭାବେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ୪୦୦ ରୁ ଅଧିକ ସରପଞ୍ଚ ଏବଂ ୧୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏହି ରାଲିରେ ଯୋଗଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi to address annual 'NCC PM Rally' in Delhi today | Argus News