Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ୟୁପିର ମୀରଠରୁ ପ୍ରଚାର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Jitendra Dash
Browse all articles by Jitendra Dash
·2 years ago
ୟୁପିର ମୀରଠରୁ ପ୍ରଚାର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନକୁ ନେଇ ବିଜେପିର ଜୋରଦାର ପ୍ରସ୍ତୁତି । ଆଜି ୟୁପିର ମୀରଠରୁ ଏକ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନସଭା ଜରିଆରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ନିର୍ବାଚନୀ ଶଙ୍ଖନାଦ କରିଛନ୍ତି । ଏଥର ଅରୁଣ ଗୋଭିଲଙ୍କୁ ବିଜେପି ମୀରଠରୁ ଲୋକସଭା ପ୍ରାର୍ଥୀ କରିଛି ।

ଅଧିକ ପଢନ୍ତୁ ଭାରତ ଖବର 

ମେଗା ସିରିୟଲ ରାମାୟଣରେ ଭଗବାନ ରାମଙ୍କ ଅଭିନୟ କରିଥିବା ଅରୁଣ ଗୋଭିଲ ସାରା ଦେଶର ଖୁବ ପରିଚିତ । ଆଜିର ରାଲିକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଅରୁଣ । ସେପଟେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୀରଠରୁ ପ୍ରଚାର ଆରମ୍ଭ କରିବା ଫଳରେ କର୍ମକର୍ତ୍ତାଙ୍କ ମନୋବଳ ବଢିବ । ଆଉ ଅବକୀ ବାର ୪୦୦ ପାରର ଲକ୍ଷ୍ୟ ହାସଲ ହେବ ୟୁପିରେ ବିଜେପି କ୍ଲିନସ୍ବିପ୍ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi To Address Mega Rally In UP's Meerut, Jayant Chaudhary To Be Present | Argus News