Videos
|
National

ମା'ଙ୍କ ପାଇଁ ଗଛ ଲଗାଇବାକୁ ଆହ୍ବାନ ଦେଲେ ମୋଦି

Smruti Parija
Browse all articles by Smruti Parija
·2 years ago·1 min read
ମା'ଙ୍କ ପାଇଁ ଗଛ ଲଗାଇବାକୁ ଆହ୍ବାନ ଦେଲେ ମୋଦି

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 111 ତମ ମନ୍ କୀ ବାତ୍ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ସାଧାରଣ ନିର୍ବାଚନରେ ରେକର୍ଡ ମତଦାନ ପାଇଁ ବଧାଇ ଜଣାଇଲେ ମୋଦି। ଏହା ସହ ରଥଯାତ୍ରା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । 

ଜୀବନରେ ମା'ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ମା'ଙ୍କ ପାଇଁ ଗଛ ଲଗାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଧରିତ୍ରୀ ମା'ଙ୍କ ପାଇଁ ଗଛ ଲଗାଇବା ବି ଜରୁରୀ। ସଂସ୍କୃତ ଭାଷାକୁ ସମ୍ମାନ ଦେବା ସହ 'My product my pride' ଅଭିଯାନ ଆରମ୍ଭ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। 

ସେପଟେ ଓଡ଼ିଶାରେ ବିଜେପିର ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଏକାଠି ଶୁଣିବେ 10 ହଜାରରୁ ଅଧିକ ବିଜେପି ନେତା ଓ କର୍ମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pm-modi-wishes-for-ratha-yatra | Argus News