ବ୍ରିଟେନ ରାଜାଙ୍କୁ କ୍ୟାନସର, ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
·2 years ago

ଅର୍ଗସ ବ୍ୟୁରୋ : ବ୍ରିଟେନର ରାଜା ଚାର୍ଲ୍ସ-୩ଙ୍କୁ କ୍ୟାନସର । ବ୍ରିଟେନର ରାଜାଙ୍କ ଆରୋଗ୍ୟ କାମନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଏକ ଏକ୍ସ ପୋଷ୍ଟ୍ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
I join the people of India in wishing speedy recovery and good health to His Majesty King Charles III. https://t.co/86mKg9lE1q
— Narendra Modi (@narendramodi) February 6, 2024
ମୋଦି ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି । ‘‘ଭାରତବାସୀଙ୍କ ପକ୍ଷରୁ ମୁଁ ରାଜା ଚାର୍ଲ୍ସ-୩ଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।’’ ବକିଙ୍ଗହମ୍ ପ୍ୟାଲେସ୍ ସୋମବାର ଏକ ବିବୃତ୍ତିରେ କହିଛି ଯେ ୭୫ ବର୍ଷୀୟ ରାଜା କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ଲଣ୍ଡନର ଏକ କ୍ଲିନିକରେ ୧ ମାସ ତଳେ ଅସ୍ତ୍ରୋପଚାର କରାଯାଇଛି ।