Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଭିନ୍ନ ରାଜ୍ୟର 10 ଲକ୍ଷ ପିଏମ୍ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ ପିଏମ

Manini Pattanayak
Browse all articles by Manini Pattanayak
·1 year ago
ବିଭିନ୍ନ ରାଜ୍ୟର 10 ଲକ୍ଷ ପିଏମ୍ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ ପିଏମ

ଭୁବନେଶ୍ୱର/ନୂଆଦିଲ୍ଲୀ:  ଆସନ୍ତା 17 ତାରିଖରେ ମୋଦି ଓଡ଼ିଶାରୁ ପାଳିବେ ଜନ୍ମଦିନ। ଏଥିସହ ଦେଶରେ ଗରିବ କଲ୍ୟାଣ ଯୋଜନାର ପରିସରକୁ ଆହୁରି ବ୍ୟାପକ କରିବେ। ମୋଦି ବାଣ୍ଟିବେ 10 ଲକ୍ଷ ଆବାସ।

ଆସନ୍ତା 17 ତାରିଖରେ ଭୁବନେଶ୍ବର ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ବିଭିନ୍ନ ରାଜ୍ୟର 10 ଲକ୍ଷ ପିଏମ୍ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ ପିଏମ୍। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି । DBT ମାଧ୍ୟମରେ ପ୍ରଥମ କିସ୍ତି ବାବଦକୁ 3180 କୋଟି ପଠାଇବେ ପ୍ରଧାନମନ୍ତ୍ରୀ । ‘ଆବାସ +2024' ଆପ୍ ମଧ୍ୟ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ। ସୋସିଆଲ୍ ମିଡିଆ `X' ରେ ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored