Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୃତ ଘୋଷିତ ଅପରାଧୀ ଗିରଫ

National

ମୃତ ଘୋଷିତ ଅପରାଧୀ ଗିରଫ

Jitendra Dash
Browse all articles by Jitendra Dash
·2 years ago
ମୃତ ଘୋଷିତ ଅପରାଧୀ ଗିରଫ

ଅର୍ଗସ ବ୍ୟୁରୋ : ମୃତ ଘୋଷିତ ଅପରାଧୀ ଗିରଫ । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ । ମେଡିକାଲ ଘୋଷଣା ଅନୁସାରେ ଦୁଇ ବର୍ଷ ପୂର୍ବରୁ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ୧୫ ବର୍ଷ ପୂର୍ବର ଅପରାଧ ପାଇଁ ପୋଲିସ ପିଥୋରାଗଡ଼ ବାସିନ୍ଦା ମହମ୍ମଦ ଅଜମଲକୁ ଗିରଫ କରିଛି । 

ଅଧିକ ପଢନ୍ତୁ ଭାରତ ଖବର

୧୪ ଏପ୍ରିଲ ୨୦୦୮ରେ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ହପଡ଼ କରି ଫେରାର ହୋଇଯାଇଥିଲା । କିନ୍ତୁ  ୨ ବର୍ଷ ପୂର୍ବରୁ ୨୦୨୨ରେ ଅଭିଯୁକ୍ତଙ୍କ ପତ୍ନୀ ଅଜମଲଙ୍କ ମୃତ୍ୟୁ ପ୍ରମାଣପତ୍ର ଥାନାରେ ଦାଖଲ କରିଥିଲେ । ଏବେ ଉତ୍ତରାଖଣ୍ଡ ପୋଲିସ ହାତରେ ଅଭିଯୁକ୍ତ ଧରାପଡ଼ିବା ପରେ ଷଡ଼ଯନ୍ତ୍ର ଉପରୁ ପରଦା ହଟିଛି ।  ଅଭିଯୁକ୍ତ ମହମ୍ମଦ ଅଜମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Police arrest accused declared dead two years ago | Argus News