Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସର୍ଭିକାଲ କ୍ୟାନ୍ସରରେ ପୁନମ ପାଣ୍ଡେଙ୍କ ଦେହାନ୍ତ

National

ସର୍ଭିକାଲ କ୍ୟାନ୍ସରରେ ପୁନମ ପାଣ୍ଡେଙ୍କ ଦେହାନ୍ତ

Manini Pattanayak
Browse all articles by Manini Pattanayak
·2 years ago
ସର୍ଭିକାଲ କ୍ୟାନ୍ସରରେ ପୁନମ ପାଣ୍ଡେଙ୍କ ଦେହାନ୍ତ

ନୂଆଦିଲ୍ଲୀ:   ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କର ମୃତ୍ୟୁ । ସର୍ଭିକାଲ କ୍ୟାନ୍ସରରେ ପୁନମ ପାଣ୍ଡେଙ୍କର ମୃତ୍ୟୁ ଘଟିଛି ।  

ମାତ୍ର ୩୨ ବର୍ଷ ବୟସରେ ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ପୁନମ ପାଣ୍ଡେଙ୍କ ମ୍ୟାନେଜର ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରି ୧ ତାରିଖ  ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।  
 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Poonam Panday died due to cervical cancer at the age of 32 on February 2. | Argus News