Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜିଓ ଉପଭୋକ୍ତାଙ୍କ ପାଇଁ ଦମଦାର ଅଫର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଜିଓ ଉପଭୋକ୍ତାଙ୍କ ପାଇଁ ଦମଦାର ଅଫର

ଅର୍ଗସ ବ୍ୟୁରୋ : ଜିଓ ଲଞ୍ଚ କରିଛି ଧନ୍-ଧନା-ଧନ୍ ଅଫର । ଏହି ଅଫର ଜିଓ ଏୟାର ଫାଇବର ପ୍ଲସ ୟୁଜର୍ସଙ୍କ ପାଇଁ ରହିଛି । ଏହାଦ୍ବାରା ଜିଓ ସ୍ପିଡ ଆହୁରି ତିନିଗୁଣା ବୃଦ୍ଧି ପାଇବ ।ଏହି ଅଫର ସବୁ ପ୍ଲାନ ପାଇଁ ଉପଲବ୍ଧ ନୁହେଁ । କେବଳ କେତୋଟି ବଛାବଛା ପ୍ଲାନ ପାଇଁ ଏହି ଅଫର ରହିଛି। ୩୦mbps, ୧୦୦mbps, 300mbps ପାଇଁ ଅଫର ରହିଛି ଏହି ପ୍ଲାନ ।

ଅଧିକ ପଢନ୍ତୁ ଭାରତ ଖବର

ଯାହାର ଅବଧି ୨ ମାସ ରହିଛି । ଯଦି ଗ୍ରାହକ ୫୯୯ ରିଚାର୍ଜର ୩୦mbps ର ପ୍ଲାନ କିଣୁଛନ୍ତି, ତେବେ ସେଥିରେ ୧୦୦mbpsର ସ୍ପିଡ ରହିବ । ଯେଉଁ ପ୍ଲାନର ପ୍ରକୃତ ମୂଲ୍ୟ ୮୯୯ ଅଟେ । ତେବେ କମ୍ପାନୀ ଏହି ରିଚାର୍ଜ ପ୍ଲାନ ସହ କମ୍ପାନୀ ଅନେକ ଓଟିଟି ପ୍ଲାଟଫର୍ମ୍ସ ଅଫର ମଧ୍ୟ ଦେଉଛି । ଯାହାକୁ ଗ୍ରାହକ ୬ ମାସ କିମ୍ବା ୧୨ ମାସ ପାଇଁ କିଣିପାରିବେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Powerful offer for Jio users | Argus News