Videos
|
National

ଲୋକସଭାର ପ୍ରୋଟେମ ସ୍ପିକର ନିଯୁକ୍ତ ହେଲେ କଟକ ସାଂସଦ ଭର୍ତ୍ତୁହରି ମହତାବ

Smruti Parija
Browse all articles by Smruti Parija
·2 years ago
ଲୋକସଭାର ପ୍ରୋଟେମ ସ୍ପିକର  ନିଯୁକ୍ତ ହେଲେ କଟକ ସାଂସଦ ଭର୍ତ୍ତୁହରି ମହତାବ

ଅର୍ଗସ ବ୍ୟୁରୋ: ଭର୍ତ୍ତୁହରି ମହତାବ କାମଚଳା ବାଚସ୍ପତି । ଲୋକସଭାର ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତ ହେଲେ କଟକ ସାଂସଦ ଭର୍ତ୍ତୁହରି ମହତାବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭର୍ତ୍ତୁହରି ମହତାବଙ୍କୁ ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତ କରିଛନ୍ତି । ସମ୍ବିଧାନର ଧାରା ୯୫ (୧) ଆଧାରରେ ନିଯୁକ୍ତି କରାଯାଇଛି । ସାଂସଦଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି । ତେବେ ଆସନ୍ତା ୨୬ରେ ହେବ ଲୋକସଭା ବାଚସ୍ପତି ନିର୍ବାଚନ ।

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: